www.samajalive.in
Monday, December 15, 2025
15.1 C
Bhubaneswar

ତୃତୀୟ ବ୍ୟକ୍ତି କାରଣରୁ ପତି-ପତ୍ନୀ ମଧ୍ୟରେ ସମସ୍ୟାର ସମାଧାନ

ପତି-ପତ୍ନୀ ମଧ୍ୟରେ କେହି ତୃତୀୟ ବ୍ୟକ୍ତି କାରଣରୁ ସମସ୍ୟା ସୃଷ୍ଟି ହୋଇଥାଏ । ଉଭୟଙ୍କ ମଧ୍ୟରେ କଳି ଝଗଡା ଲାଗି ରହିବା ସହ ଘରେ ଅଶାନ୍ତି ଦେଖା ଦେଇଥାଏ । ଆଜି ଆମେ ଆପଣଙ୍କୁ ଭଳି କିଛି ଉପାୟ ବତାଇବୁ ଯାହା ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ ।

ଯଦି ବିବାହ ବିଚ୍ଛେଦର ସମସ୍ୟା ରହିଥାଏ ତେବେ ସୂର୍ଯ୍ୟ ଦେବତାଙ୍କୁ ହଳଦୀ ଜଳ ଅର୍ପଣ କରନ୍ତୁ। ଏହା ପରେ ସୂର୍ଯ୍ୟ ନିକଟରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

- Advertisement -

ଯଦି ବୃହସ୍ପତି ଖରାପ ସ୍ଥାନରେ ରହିଥିବା କାରଣରୁ ପରିବାରଲୋକଙ୍କ ପାଇଁ ବିବାହ ବନ୍ଧନରେ ସମସ୍ୟା ସୃଷ୍ଟି ହୋଇଥାଏ । ଏପରି ସ୍ଥଳେ ବୃହସ୍ପତି ବାର ଅର୍ଥାତ୍ ଗୁରୁବାର କଦଳୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ ଓ ସେଠାରେ ବସି ବୃହସ୍ପତି ମନ୍ତ୍ର ଜପ କରନ୍ତୁ ।

ମଙ୍ଗଳ ଗ୍ରହ ଖରାପ ସ୍ଥାନରେ ରହିଥିବା ଯୋଗୁଁ ସାଙ୍ଗସାଥୀମାନେ ବିବାହ ଭାଙ୍ଗିବାର କାରଣ ବନିଥାନ୍ତି । ଏହି ସମସ୍ୟରୁ ମକ୍ତି ପାଇଁ ଶନିବାର ହନୁମାନଙ୍କୁ ଦର୍ଶନ କରନ୍ତୁ ଏବଂ ଶନିବାର ଦିନ ଘରେ ସୁନ୍ଦରାକାଣ୍ଡ ପାଠ କରନ୍ତୁ ।

ସନ୍ଦେହ କାରଣୁ ବିବାହ ବନ୍ଧନ ଭାଙ୍ଗୁଥାଏ ତେବେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ନମଃ ଶିବାୟ ଜପ କରନ୍ତୁ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories