www.samajalive.in
Monday, December 15, 2025
17.1 C
Bhubaneswar

ସିଦ୍ଧାର୍ଥଙ୍କ ଶେଷ ଫଟୋ ପୋଷ୍ଟ ; ଯାହାକୁ ଦେଖି ସଭିଁଙ୍କ ଆଖିରେ ଅଶ୍ରୁ

ମୁମ୍ବଇ : ଆଜି ପୁଣି ଜଣେ ପରିଚିତ ମୁହଁ ଲୋକପ୍ରିୟ ଟେଲିଭିଜନ ଓ ଚଳଚ୍ଚିତ୍ର ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। ସିଦ୍ଧାର୍ଥଙ୍କ ଶେଷ ଫଟୋ ପୋଷ୍ଟକୁ ଦେଖି ସମସ୍ତେ ଭାବୁକ ହୋଇ ପଡିଛନ୍ତି। ଏହି ଫଟୋରେ ସେ ଲାଇଫ୍‍ ଲାଇନ ଗ୍ରାଫ୍‍ ହାତରେ ଧରି ଥିବା ଦେଖାଯାଉଛି। ଏହି ଫଟୋଟି ସେ ଅଗଷ୍ଟ ୨୪ରେ ପୋଷ୍ଟ କରିଥିଲେ ଏକ ଭିନ୍ନ କାରଣ ପାଇଁ। ଏକ ସାଧା କାଗଜରେ ସିଦ୍ଧାର୍ଥଙ୍କ ହାତରେ ଏକ ଲାଇଫ ଲାଇନ ଗ୍ରାଫ ରହିଛି। ଯେଉଁଥିରେ ଲେଖାଯାଇଛି The Heros we owe ଅର୍ଥାତ ହିରୋ, ଯେଉଁମାନଙ୍କ ପାଇଁ ଆମେ କୃତଜ୍ଞ। ଏହି ପୋଷ୍ଟରେ ସେ କରୋନା ମହାମାରୀର ଆଗଧାଡିର ଯୋଦ୍ଧାଙ୍କୁ ପ୍ରଶଂସା କରିଥିଲେ। ଯେଉଁମାନେ ଲୋକଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇଛନ୍ତି। ହସ୍ପିଟାଲ, ନସିଂ କର୍ମଚାରୀ ଏବଂ ସେମାନଙ୍କ ବଳିଦାନକୁ ପ୍ରଂଶସା କରି ସେ ଏହି ପୋଷ୍ଟ କରିଥିଲେ। ଯାହାକୁ ଏବେ ଦେଖି ସଭିଏଁ ଭାବୁକ ହେବା ସହ ଆଖିରେ ଭରି ଯାଉଛି ଅଶ୍ରୁ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories