ଆଠଗଡରେ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଆଠଗଡ  :  ଆଠଗଡରେ ବୁଧବାର ୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ ପରୀକ୍ଷଣରୁ ବ୍ରହ୍ମପୁର ସିଏଚସିରେ ୨୯ଜଣଙ୍କ ମଧ୍ୟରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଠଗଡ ଡାକ୍ତରଖାନାରେ ୩୫, ଖୁଣ୍ଟୁଣୀରେ ୮ ଓ ଗୁରୁଡିଝାଟିଆରେ ୮ଜଣଙ୍କର ଆଣ୍ଟିଜେନ ପରୀକ୍ଷା କରାଯାଇଥିବା ବେଳେ କେହି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଏଥି ସହିତ ଆଠଗଡ ଡାକ୍ତରଖାନାରେ ୨୬ ଓ ବ୍ରହ୍ମପୁର ସିଏଚସିରେ ୧୮ଜଣଙ୍କୁ ମିଶାଇ ୪୪ଜଣଙ୍କର ସ୍ୱାବ୍ ନମୁନା ଆରଟିପିସିଆର ପରୀକ୍ଷା ପାଇଁ କଟକ ପଠାଯାଇଥିବା ଜଣାପଡିଛି।

kalyan agarbati

Comments are closed.