www.samajalive.in
Tuesday, December 9, 2025
26.1 C
Bhubaneswar

ପବିତ୍ର ରାକ୍ଷୀ ; ସ୍ନେହର ସାକ୍ଷୀ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । କେଉଁ ରାଶି ପାଇଁ କିଭଳି ରାକ୍ଷୀ ପିନ୍ଧିଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଭାଇର ଆୟୁ ବୃଦ୍ଧି ଓ ଉନ୍ନତି ହୋଇଥାଏ।ଜାଣନ୍ତୁ ତାହା କ’ଣ…..
ରାଶୀ ଅନୁସାରେ ରାକ୍ଷୀର ରଙ୍ଗ –
ମେଷ, ବିଛା ରାଶି – ଲାଲ ରଙ୍ଗ
ବୃଷଭ, ତୁଳା,କର୍କଟ ରାଶି – ଧଳା କିମ୍ବା ପାଉଁଶିଆ ରଙ୍ଗ
ମିଥୁନ, କନ୍ୟା ରାଶି – ସବୁଜ ରଙ୍ଗ
ସିଂହ ରାଶି – ଗୋଲାପି କିମ୍ବା ସ୍ୱର୍ଣ୍ଣ ରଙ୍ଗ
ଧନୁ, ମୀନ ରାଶି – ହଳଦିଆ ରଙ୍ଗ
ମକର , କୁମ୍ଭ ରାଶି – ନୀଳ ରଙ୍ଗ
ରାଶି ଅନୁଯାୟୀ ମିଠା…..
ମେଷ – ନିଜ ଭାଇଙ୍କୁ ମାଲପୁଆ ପ୍ରସ୍ତୁତ କରି ଖୁଆନ୍ତୁ। ଲାଲ ରଙ୍ଗର ମିଠା ମଧ୍ୟ ଖୁଆଇପାରିବେ।
ବୃଷ ରାଶି – ଭାଇଙ୍କୁ ଧଳା ରଙ୍ଗର ମିଠା ଖୁଆନ୍ତୁ। ଖିରୀ ମଧ୍ୟ ଖୁଆଇପାରିବେ।
ମିଥୁନ ରାଶି – ଭାଇଙ୍କୁ ବେସନରେ ପ୍ରସ୍ତୁତ ମିଠା ଖୁଆନ୍ତୁ। ହଳଦୀ ରଙ୍ଗର ଅନ୍ୟ ମିଠା ମଧ୍ୟ ଖୁଆଇପାରିବେ।
କର୍କଟ ରାଶି – ଭାଇଙ୍କୁ ରାବିଡ଼ି ଖୁଆନ୍ତୁ।
ସିଂହରାଶି – ହଳଦିଆ ରଙ୍ଗର ମିଠା ଖୁଆନ୍ତୁ।
କନ୍ୟା ରାଶି – ବେସନର ଲଡ଼ୁ ଖୁଆନ୍ତୁ।
ତୁଳା ରାଶି – ହଲୱା ପ୍ରସ୍ତୁତ କରି ଖୁଆନ୍ତୁ।
ବିଛା ରାଶି – ଗୁଡ଼ରେ ପ୍ରସ୍ତୁତ ମିଠା ଖୁଆନ୍ତୁ। ଲାଲ ରଙ୍ଗର ମିଠା ମଧ୍ୟ ଖୁଆଇ ପାରିବେ।
ଧନୁ ରାଶି – ରସୋଗଲା ଖୁଆନ୍ତୁ।କେସରରେ ପ୍ରସ୍ତୁତ ମିଠା ମଧ୍ୟ ଖୁଆଇପାରିବେ।
ମକର ରାଶି – ଗୋଲାପଜାମୁ ଖୁଆନ୍ତୁ।
କୁମ୍ଭ ରାଶି – କାଲାକନ୍ଦ ଖୁଆନ୍ତୁ।
ମୀନ ରାଶି – ଖିରରେ ପ୍ରସ୍ତୁତ କେକ ଖାଆନ୍ତୁ।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories