www.samajalive.in
Monday, December 15, 2025
15.1 C
Bhubaneswar

ଏସୀୟ କ୍ରୀଡ଼ାରେ ଆଜି (ଗୁରୁବାର) ଭାରତ

ଦୌଡ଼କୁଦ: ପୁରୁଷ ୫୦ କି.ମି. ଚାଲି- ସନ୍ଦୀପ କୁମାର (ସକାଳ ୪.୩୦); ମହିଳା ଡିସ୍‍କସ ଥ୍ରୋ ଫାଇନାଲ- ସନ୍ଦୀପ କୁମାରୀ, ସୀମା ପୁନିଆ (ସନ୍ଧ୍ୟା ୫.୧୦); ମହିଳା ୧୫୦୦ ମି. ଫାଇନାଲ- ମୋନିକା ଚୌଧୁରୀ, ପି.ୟୁ. ଚିତ୍ରା; ମହିଳା ୪ ଗୁଣା ୪୦୦ ମି. ରିଲେ (ସନ୍ଧ୍ୟା ୬.୫୦); ପୁରୁଷ ୫୦୦୦ ମି. ଫାଇନାଲ-ଜି. ଲକ୍ଷ୍ମଣନ୍‍; (ସନ୍ଧ୍ୟା ୬.୩୦); ପୁରୁଷ ୧୫୦୦ ମି. ଫାଇନାଲ- ଜିନ୍‍ସନ ଜନ୍‍ସନ ଓ ମନଜିତ ସିଂହ (ସନ୍ଧ୍ୟା ୬.୦୫); ପୁରୁଷ ୪ ଗୁଣା ୪୦୦ ମି. ରିଲେ (ସନ୍ଧ୍ୟା ୭.୧୦)।
ସାଇକେଲ ଚାଳନା: ସକାଳା ୭.୩୦।
ହକି: ପୁରୁଷ ସେମିଫାଇନାଲ (ଭାରତ-ମାଲେସିଆ); ଅପରାହ୍‍ଣ ୪.୦୦।
ସ୍କ୍ୱାଶ୍‍: ମହିଳା ଦଳଗତ- ଅପରାହ୍‍ଣ ୩ଟା।
ଟେବୁଲ ଟେନିସ୍‍: ମହିଳା ଓ ପୁରୁଷ ସିଙ୍ଗଲ୍‍ସ- ମୌମା ଦାସ, ମାନିକା ବାତ୍ରା, ଅଚନ୍ତ ଶରତ କମଲ ଓ ଜି. ସତ୍ୟନ୍‍ (ସକାଳ ୧୦.୪୫ରୁ)।
ଜୁଡୋ: ପୁରୁଷ (ହରଦୀପ ସିଂହ ବ୍ରାର)- ସକାଳ ୭.୩୦। ମହିଳା (ଗରିମା ଚୌଧୁରୀ)- ସକାଳ ୭.୩୦।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories