www.samajalive.in
Tuesday, December 9, 2025
17.1 C
Bhubaneswar

ଟ୍ୱିଟର ପାଳନ କରିନି ନୂଆ ଆଇଟି ନିୟମ ; ସରକାର ଟ୍ୱିଟର ବିରୋଧରେ ନେଇପାରିବେ କାର୍ଯ୍ୟାନୁଷ୍ଠାନ – ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଟ୍ୱିଟର ପାଳନ କରିନଥିବା ନେଇ କହିଛି। ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଦିଲ୍ଲୀ ହାଇକୋର୍ଟରେ ଟ୍ୱିଟରେ ମାନିଛି। ଏହାପରେ ହାଇକୋର୍ଟ କହିଛନ୍ତି, ନିଜ ତରଫରୁ ଟ୍ୱିଟରକୁ କୌଣସି ସୁରକ୍ଷା ଦେଇପାରିବୁ ନାହିଁ। ସରକାର ଟ୍ୱିଟର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ୱତନ୍ତ୍ର ବୋଲି କୋର୍ଟ ଟିପ୍ପଣୀ କରିଛନ୍ତି।
ନୂତନ ଆଇଟି ନିୟମ ନିୟମ ଲାଗୁ ହେବା ପରେ ଏବେ ଯାଏଁ କୌଣସି ଅଭିଯୋଗ ଅଧିକାରୀ ନିଯୁକ୍ତ ନକରିବା ନେଇ ଟ୍ୱିଟର ବିରୋଧରେ ଅଭିଯୋଗ କରାଯାଇଥିଲା। ଏହି ଆବେଦନର ଶୁଣାଣି ବେଳେ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଟ୍ୱିଟର ନିୟମ ପାଳନରେ ଅବହେଳା କରୁଥିବା ନେଇ ମତ। କେନ୍ଦ୍ରସରକାର ହଁ ଜଣାଇବା ସହ ଟ୍ୱିଟର ପକ୍ଷ ରଖୁଥିବା ଓକିଲ ମଧ୍ୟ ଆଇଟି ନିୟମ ପାଳନ କରି ନାହାଁନ୍ତି ବୋଲି ଜଣାଇଥିଲେ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories