www.samajalive.in
Tuesday, December 9, 2025
23.1 C
Bhubaneswar

ବ୍ଲଡ ଗ୍ରୁପ ଅନୁଯାୟୀ ଖାଆନ୍ତୁ ଖାଦ୍ୟ ; ରହିବେ ସୁସ୍ଥବାନ

ଆମିଷ ଖାଇବା ବହୁ ଲୋକଙ୍କୁ ପସନ୍ଦ। ଏହା ଏହା ମଧ୍ୟରେ ଚିକେନ,ମଟନ, ଚିଙ୍ଗୁଡି, ବିଭିନ୍ନ ପ୍ରକାର ମାଛ ଖାଇବାକୁ ଅନେକ ପସନ୍ଦ କରିଥାଆନ୍ତି। ମାତ୍ର କେତେକ କ୍ଷେତ୍ରରେ ଏହା ସମସ୍ୟା ସୃଷ୍ଟି କରିପାରେ। ଏକ ସୂତ୍ରରୁ ପ୍ରକାଶ ଯେ, ନିଜ ବ୍ଲଡ ଗ୍ରୁପ ଅନୁଯାୟୀ ନିଜର ଡାଏଟ ପ୍ରସ୍ତୁତ କରିବା ଆବଶ୍ୟକ।
ଓ ବ୍ଲଡ ଗ୍ରୁପ : ଏହି ଗ୍ରୁପର ବ୍ୟକ୍ତିଙ୍କ ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ। ଖାଦ୍ୟ ମଧ୍ୟରେ ଡାଲି,ମାଂସ,ମାଛ, ଫଳ ଆଦି ଅନେକ ଜିନିଷ ସାମିଲ କରିବେ। ଭାତ, ବିନ୍ସ,ବାଦାମ ସମେତ ଖାଦ୍ୟର ମାତ୍ରା ରଖିବେ। ଏହା ଆପଣଙ୍କ ପାଇଁ ବେଶ ଲାଭଦାୟକ।
ଏ ବ୍ଲଡ ଗ୍ରୁପ : ଏହି ଗ୍ରୁପର ଲୋକମାନେ ସବୁଜ ପନିପରିବା ବ୍ୟତୀତ, ସାମୁଦ୍ରିକ ଖାଦ୍ୟ, ବିଭିନ୍ନ ପ୍ରକାର ଡାଲି ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ। ଏହାସହ ଅଲିଭ ଅଏଲ, ଖିର ଜାତ ଦ୍ରବ୍ୟ, ମକା, ସାମୁଦ୍ରିକ ଖାଦ୍ୟ ଖାଇ ପାରିବେ। ବିଶେଷଜ୍ଞଙ୍କ ମତରେ ଏହି ଗ୍ରୁପର ଲୋକେ କମ ପରମିାଣରେ ଆମିଷ ଖାଇବା ଉଚିତ।
ବି ବ୍ଲଡ ଗ୍ରୁପ :
ଏହି ଗ୍ରୁପର ଲୋକମାନେ ସବୁଜ ପତ୍ରଯୁକ୍ତ ପନିପରିବା,ଫଳ, ମାଛ,ମାଂସ, ଚିକେନ ଆଦି ସବୁକିଛି ଖାଇପାରିବେ। ଏମାନଙ୍କ ହଜମ ପ୍ରକ୍ରିୟା ମଧ୍ୟ ଉତ୍ତମ। ଖିର, ଅଣ୍ଡା ଆଦି ମଧ୍ୟ ଖାଇପାରିବେ। ସଠିକ ସମୟରେ ଖାଦ୍ୟ ଖାଇବା ଉଚିତ।
ଏବି ବ୍ଲଡ ଗ୍ରୁପ : ଏହି ଗ୍ରୁପର ବ୍ୟକ୍ତିମାନେ ଅଧିକ ଫଳ ଓ ପନପରିବା ଖାଇବା ଉଚିତ।

 

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories