ମୁମ୍ବଇ : ମହାରାଷ୍ଟ୍ରରେ ପୁଣି ଭୂକମ୍ପ ଝଟକା ଅନୁଭବ ହୋଇଛି। ମହାରାଷ୍ଟ୍ରରର ପାଲଘରରେ ଆଜି ପୂର୍ବାହ୍ନ ୧୧ଟା୫୭ରେ ଭୂକମ୍ପର ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୩.୭ ରେକର୍ଡ କରାଯାଇଛି। ଏସସିଏସ ଏନେଇ ସୂଚନା ଦେଇଛନ୍ତି। ଏଥିରେ ଏଯାଏଁ କୌଣସି ଧନଜୀବନ ହାନୀ ହୋଇଥିବା ନେଇ ସୂଚନା ମିଳି ନାହିଁ।
Popular Categories



