www.samajalive.in
Tuesday, December 9, 2025
15.1 C
Bhubaneswar

ଆସନ୍ତାକାଲି ଠାରୁ ରାଜଧାନୀରେ ଖୋଲଯିବ ଦୋକାନ ; ଜାଣନ୍ତୁ କ’ଣ ହେବ କଟକଣା ମୁକ୍ତ

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦୈନିକ ସଂକ୍ରମଣ ଏବେ ହ୍ରାସ ପାଉଥିବା ଦେଖାଯାଉଛି। ଦୀର୍ଘ ୭୧ ଦିନ ପରେ ଦୈନିକ ସଂକ୍ରମଣ ସବୁଠାରୁ କମ ରେକର୍ଡ କରାଯାଇଛି। ଏହାସହ ବିଭିନ୍ନ ରାଜ୍ୟରେ କରୋନା କଟକଣା , ତାଲାବନ୍ଦ, ସପ୍ତାହନ୍ତ ସଟଡାଉନ ଜାରି ରହିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ୫ଟା ପର ଠାରୁ କିଛି କ୍ଷେତ୍ରରେ କଟକଣା ରଖାଯିବା ସହ ଅନ୍ୟ ସବୁ କିଛି କଟକଣା ମୁକ୍ତ କରାଯିବ। କାଲି ଠାରୁ ସମସ୍ତ ଦୋକାନ ବଜାର,ରେସ୍ତୋରାଁ, ହୋଟେଲ ଆଦି ଖୋଲାଯିବ। ୫୦ % କର୍ମଚାରୀରେ ଏହା ଖେଲାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ବିଦ୍ୟାଳୟ,ମହାବିଦ୍ୟାଳୟ, ତାଲିମପ୍ରାପ୍ତ କେନ୍ଦ୍ର, ସାମାଜିକ,ରାଜନୈତିକ,ଖେଳ, ମନୋରଞ୍ଜନ, ସାଂସ୍କୃତିକ,ଧାର୍ମିକ, ସିନେମା ଥିଏଟର, ପାର୍କ,ପାର୍ଲର ଆଦି ବନ୍ଦ ରହିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories