ଦିନ ୪ଟା ମୁଖ୍ୟ ଖବର
ଦେଶ/ବିଦେଶ ଖବର
-ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ କରାଯାଉ: ସୁବ୍ରମଣ୍ୟନ ସ୍ବାମୀ
– ଜୁନ ପହିଲାରୁ ମଧ୍ୟପ୍ରଦେଶରେ ଖୋଲିବ ତାଲା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଘୋଷଣା
– ଡିଏଲଏଫ ଲାଞ୍ଚ ମାମଲାରେ ଲାଲୁଙ୍କୁ କ୍ଲିନ୍ଚିଟ୍, ସିବିଆଇକୁ ମିଳିଲାନି ପ୍ରମାଣ
– ୨୪ରେ ବାତ୍ୟା ରୂପ ନେବ, ୨୬ରେ ସ୍ଥଳଭାଗ ଛୁଇଁବ ‘ୟାସ୍’
– ମଧ୍ୟପ୍ରଦେଶରେ ବ୍ଲାକ ଫଙ୍ଗସ ମହାମାରୀ ଘୋଷିତ; କରୋନା ରୋଗୀ ଭଳି ରଖାଯିବ ରେକର୍ଡ
– ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ ରଖିବାକୁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମଙ୍କ ଦାବି
– ୨ୟ ତରଙ୍ଗରେ ୪୨୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି
– ଲଦାଖରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୬
– ଭାରତୀୟ କ୍ରିକେଟ ଦଳର କୋଚ୍ ହେବେ ଦ୍ରାଭିଡ୍ ! ଶ୍ରୀଲଙ୍କା ଗସ୍ତରେ ଭାର ସମ୍ଭାଳିବେ
– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୭ ହଜାର ୨୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୯୪ ଜଣ ପ୍ରାଣ ହରାଇଛନ୍ତି।
– ଟିକା ସମସ୍ୟା ପାଇଁ କେନ୍ଦ୍ରକୁ ପରୋକ୍ଷରେ ଦାୟୀ କଲା ସିରମ ଇନଷ୍ଟିଚ୍ୟୁଟ୍
– ଭବିଷ୍ୟତରେ କୋଭିଡ-୧୯ ସାଧାରଣ ଥଣ୍ଡା ରୋଗରେ ପରିଣତ ହୋଇପାରେ: ଗବେଷକ
– ଗଣତନ୍ତ୍ର ଦିବସରେ ଲାଲ କିଲ୍ଲା ହିଂସା; ୩୨୨୪ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ
– ୨୦୨୦ ବିହାର ନିର୍ବାଚନରେ ଭାଜପାର ଖର୍ଚ୍ଚ ୭୧.୭୩ କୋଟି ; ତାରକା ପ୍ରଚାରକଙ୍କ ବିମାନ ଭଡା ୨୪ କୋଟି
– ମୁଣ୍ଡପିଛା ଆୟରେ ଭାରତକୁ ଟପିଲା ବାଂଲାଦେଶ
– ଏୟାର ଇଣ୍ଡିଆ ତଥ୍ୟ ଚୋରି :୪୫ ଲକ୍ଷ ପ୍ରଭାବିତ
– ଚୀନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୪
– ଜାମ୍ମୁରେ ୧୨୦ ବର୍ଷୀୟା ମହିଳା ନେଲେ କୋଭିଡ ଟିକା
ରାଜ୍ୟ ଖବର
– ରାଜ୍ୟରେ ଆଖି ବୁଜିଲେ ଆଉ ୨୬ କରୋନା ଆକ୍ରାନ୍ତ
– ଦିନକରେ ରାଜ୍ୟରେ ନୂଆ ୧୧୧୦୮ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ୧୪୫୧
– ବାତ୍ୟା ‘ୟାସ’ ଆଶଙ୍କା – ୭୪ ଟ୍ରେନ୍ ବାତିଲ
Comments are closed.