ସନ୍ଧ୍ୟା ୫ ଟା ମୁଖ୍ୟ ଖବର ନିଉଜ ଆଲର୍ଟବଡ଼ ଖବର By samajalive Last updated May 20, 2021 Share –ପିନାରାଇ ବିଜୟନ କେରଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରନ୍ତି; ରାଜ୍ୟପାଳ ଆରିଫ ମହମ୍ମଦ ଖାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ –କୋଭିଡ୍ ନିୟମ ଭାଙ୍ଗିଛନ୍ତି ୩,୧୬,୬୮୨ ଜଣ, ଅମାନିଆଙ୍କଠୁ ୯ କୋଟିରୁ ଅଧିକ ଟଙ୍କା ଜରିମାନା ବାବଦରେ ଆଦାୟ ହୋଇଛି : ଡିଜିପି ଶ୍ରୀ ଅଭୟ –ବ୍ଲାକ ଫଙ୍ଗସ ପରେ ଆସିଲା ହ୍ବାଇଟ୍ ଫଙ୍ଗସ; ବିହାରରେ ୪ ରୋଗୀ ଚିହ୍ନଟ, ଅଧିକ ପ୍ରାଣଘାତୀ – ବ୍ଲାକ୍ ଫଙ୍ଗସ: କିପରି ଚିହ୍ନିବା, କ’ଣ ପଦକ୍ଷେପ ନେବା ଜରୁରୀ ? ନିର୍ଦେଶାବଳୀ ଜାରି କଲା ଏମ୍ସ – ମିଲ୍ଖା ସିଂହ କରୋନାରେ ସଂକ୍ରମିତ – ଧୂଳିକଣାରେ ୧୦ ମିଟର ପର୍ଯ୍ୟନ୍ତ ଯାଇପାରେ କରୋନା ଭୂତାଣୁ, ଘରେ ପଙ୍ଖା ରଖାଯିବା ସ୍ଥାନ ବି ଗୁରୁତ୍ଵପୂର୍ଣ୍ଣ; ନୂଆ ନିର୍ଦେଶାବଳୀ ଆଣିଲେ ସରକାର – ଘରେ ବସି କରିହେବ କରୋନା ପରୀକ୍ଷା; ‘କୋଭିସେଲ୍ଫ’କୁ ମଞ୍ଜୁରୀ ଦେଲା ଆଇସିଏମଆର – ସ୍ମାର୍ଟଫୋନରେ ଖୋଲିବ କାର୍, ଦୂରରେ ଥାଇ ଅନ୍ୟକୁ ଶେୟାର କରିପାରିବେ ଚାବି; ଗୁଗଲ ଆଣୁଛି ଆଣ୍ଡ୍ରଏଡ୍ ୧୨ – ପ୍ରେମର ତାଲା ଭାଙ୍ଗିବାକୁ ୧୦,୦୦୦ କିଲୋମିଟର ଯାତ୍ରାକଲେ ମହିଳା – ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୬ ହଜାର ୭୦ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୮୭୪ ମୃତ – ମାସ୍କ ପିନ୍ଧିବା ‘ନିବୋର୍ଧ ନିୟମ’ ବୋଲି କହିଲେ ଡାକ୍ତର, ମାମଲା ରୁଜୁ କଲା ପୁଲିସ – ଜୁଲାଇରେ ଶେଷ ହେବ କୋଭିଡ ଦ୍ୱିତୀୟ ପର୍ୟ୍ୟାୟ ସଂକ୍ରମଣ ପ୍ରଭାବ; ଛଅମାସ ପରେ ଆସିବ ତୃତୀୟ ଲହର -ବାତ୍ୟା ତାଉ-ତେ ପ୍ରଭାବ: ଦିଲ୍ଲୀରେ ସର୍ବାଧିକ ତାପପାତ୍ରା ଖସିଲା, ମେ ମାସରେ ୧୯୫୧ ପରେ ସର୍ବନିମ୍ନ – କୋଭିଡ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଘରୋଇକରଣ ବାଧାପ୍ରାପ୍ତ Related Posts ପାର୍ସଲ ବୋମା ମାମଲା: ସାକ୍ଷୀ ଦେବେ ଅରୁଣ… Dec 23, 2024 ୩ ଦିନ ମଧ୍ୟରେ ବର୍ଷା କ୍ଷତି ଆକଳନ, ଗଞ୍ଜାମ… Dec 23, 2024 – ତୈଳ ବିଶୋଧନ ୮୪%କୁ ହ୍ରାସକଲା ଇଣ୍ଡିଆନ ଅଏଲ – ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ନାମ ‘ୟାସ୍’ ରହିବ। ଓମାନ୍ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି। ୟାସ୍ ଅର୍ଥ ହେଉଛି ‘ନିରାଶ।’ – ସରକାରଙ୍କୁ ସମାଲୋଚନା ଚିନ୍ତା, ନୂଆ ଆନ୍ତର୍ଜାତିକ ଟିଭି ଚାନେଲ ଖୋଲିବ ପ୍ରସାର ଭାରତୀ – ଜୁନରେ ଏସିଆ କପ୍ ଖେଳିବା ସମ୍ଭବ ନୁହେଁ: ଶ୍ରୀଲଙ୍କା କ୍ରିକେଟ ମୁଖ୍ୟ – ଭାରତରେ ବିଶ୍ୱକପ୍ ଓ ଇଂଲଣ୍ଡରେ ଆଇପିଏଲ୍ ପାଇଁ ବିସିସିଆଇର ଯୋଜନା – ନିଜ ସରକାରୀ ବାସଭବନକୁ କୋଭିଡ ଯତ୍ନ କେନ୍ଦ୍ରରେ ପରିଣତ କଲେ ତେଜସ୍ୱୀ ଯାଦବ – ତାମିଲନାଡୁ ମନ୍ଦିରରେ କରୋନା ଦେବୀଙ୍କ ମୂର୍ତ୍ତି; ଚାଲିଛି ପୂଜାର୍ଚ୍ଚନା – ଓଡ଼ିଶାରେ ଦିନକରେ ୧୧୪୯୮ ନୂଆ ସଂକ୍ରମିତ: ଖୋର୍ଦ୍ଧା ୧୪୯୭ ଓ କଟକରେ ୧୧୦୭ ଚିହ୍ନଟ –କରୋନାରେ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ଯଶୋବନ୍ତଙ୍କ ଦେହାନ୍ତ – ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି – ଅଜଣା ଗାଡି ଧକ୍କାରେ ମହିଳା ମୃତ; କରୋନା ସଂକ୍ରମଣ ଭୟରେ ଛୁଇଁଲେନି କେହି, ନିଜ ହାତରେ ଶବ ଉଠାଇଲେ ୨ପୁଲିସ ଅଧିକାରୀ – ଅଟୋରିକ୍ସାକୁ ପଛପଟୁ ଧକ୍କାଦେଲା ଟ୍ରଲର : ୫ ଗୁରୁତର – କୁଲଡ଼ିହା ଅଭୟାରଣ୍ୟରେ ହାତୀ ଶାବକର ମୃତ୍ୟୁ – ଇସ୍ପାତ୍ ଉତ୍ପାଦନ ସହ ଅମ୍ଳଜାନ ଆବଶ୍ୟକତା ପୂରଣ କରୁଛନ୍ତି ଇସ୍ପାତ୍ ପ୍ଲାଂଟ୍ – ଧର୍ମେନ୍ଦ୍ର ପ୍ରଧାନ News Headlines@5pmodia news Share FacebookTwitterWhatsApp
Comments are closed.