www.samajalive.in
Sunday, December 14, 2025
26.1 C
Bhubaneswar

ଚିନାବାଦାମ ଖାଇବାର ସୁଫଳ

ଚିନାବାଦାମ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ସନ୍ଧ୍ୟା ସମୟରେ ହେଉ ଅବା ଟାଇମ୍ ପାସ୍ କରିବାକୁ ହେଉ ଚିନାବାଦାମ ଖାଇବାର ମଜା ନିଆରା । କେବଳ ଟାଇମ୍ ପାସ୍ ତାହା ନୁହେଁ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉତ୍ତମ ଅଟେ । ତେବେ ଆସନ୍ତୁ ଜାଣିବା ଚିନାବାଦାମ ଖାଇଲେ କି ଲାଭ ମିଳେ ।

୧. ଚିନାବାଦାମରେ ଭିଟାମିନ୍ ଇ, ବି୬ ଭରପୁର ମାତ୍ରାରେ ରହିଥାଏ । ଏହା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ ।

- Advertisement -

୨. ଏଥିରେ ଥିବା କ୍ୟାଲସିୟମ୍, ଭିଟାମିନ୍ ଡି ହାଡକୁ ମଜଭୁତ କରିଥାଏ ।

୩. ଚିନାବାଦାମ ଖାଇବା ଦ୍ବାରା କୋଷ୍ଠ କାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

୪. ଏଥିରେ ଭରପୁର ମାତ୍ରରେ ରହିଥିବା ଓମେଗା ୬ ତ୍ବଚାକୁ ନମନୀୟ ରଖିବାରେ ସାହଯ୍ୟ କରେ ।

୫. ଏହା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଲାଭଦାୟକ ଅଟେ । କାରଣ ଏହା ଦ୍ବାରା ହରମୋନ ସନ୍ତୁଳିତ ରହିଥାଏ ।

୬. ଚିନାବାଦାମ ସେବନ ଦ୍ବାରା ହୃଦଘାତ ଜନିତ ରୋଗର ଆଶଙ୍କା କମ୍ ରହିଥାଏ । ଏହା କୋଲେଷ୍ଟର ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରେ।

୭. ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ୍ ଦ୍ବାରା ଚେହେରାରେ ବୟସର ଛାପ ପଡେ ନାହିଁ ।

୮. ଗର୍ଭସ୍ଥ ଶିଶୁ ପାଇଁ ମଧ୍ୟ ଏହା ଲାଭକାରୀ ଅଟେ । ଏହା ଦ୍ବାରା ଗର୍ଭରେ ବଢୁଥିବା ଶିଶୁର ବିକାଶ ଭଲ ଭାବେର ହୋଇଥାଏ ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories