www.samajalive.in
Sunday, December 14, 2025
26.1 C
Bhubaneswar

ନୋକିଆ ୫, ନୋକିଆ ୩ ଏବଂ ନୋକିଆ ୨ର ପରବର୍ତ୍ତୀ ସଂସ୍କରଣ

ଭୁବନେଶ୍ୱର: ଏଚ୍‍ଏମଡ଼ି ଗ୍ଲୋବାଲ୍‍ ପକ୍ଷରୁ ନୋକିଆ ଆଣ୍ଡ୍ରଏଡ୍‍ ସ୍ମାର୍ଟଫୋନ ନୋକିଆ ୫.୧, ନୋକିଆ ୩.୧ ଏବଂ ନୋକିଆ ୨.୧ ବର୍ତ୍ତମାନ ବଜାରରେ ଉପଲବ୍ଧ ହେବାକୁ ଯାଉଛି। ଅତ୍ୟାଧୁନିକ ଗୁଗୁଲ୍‍ ସେବା ବ୍ୟବହାର ପାଇଁ ସୁବିଧା ପ୍ରଦାନ ଯେପରିକି ଗୁଗୁଲ ଆସିଷ୍ଟାଣ୍ଟ, ସ୍ମାର୍ଟଫୋନ୍‍ଗୁଡ଼ିକର ଟ୍ରିଓ ଏକ ଶୁଦ୍ଧ, ସୁରକ୍ଷିତ ଏବଂ ସମୟ ସହିତ ତାଳଦେଇ ଆସୁଥିବା ଆଣ୍ଡ୍ରଏଡ୍‍ ଅନୁଭୂତି ସହିତ ଆଣ୍ଡ୍ରଏଡ୍‍ ୱାନ୍‍ ଏବଂ ଆଣ୍ଡ୍ରଏଡ୍‍ ଗୋ ସହିତ ଶୁଭାରମ୍ଭ ହୋଇଛି। ଯାହାକି ନୋକିଆ ସ୍ମାର୍ଟଫୋନ୍‍ଠାରୁ ଆଶା କରୁଥିବା ଉନ୍ନତ କଳାକୌଶଳ ଏବଂ ଡ଼ିଜାଇନ୍‍ ସହିତ ଉକ୍ତୃଷ୍ଟ ପ୍ରଦର୍ଶନ ମଧ୍ୟ କରିଥାଏ। ଏ ସମ୍ପର୍କରେ ଏଚଏମଡ଼ି ଗ୍ଲୋବାଲ ପକ୍ଷରୁ ଏହାର ଉପସଭାପତି ତଥା ମୁଖ୍ୟ ଅଜୟ ମେହେତା କହିଛନ୍ତି ଯେ, ଆମ ଉତ୍ପାଦ ଉପରେ ଗ୍ରାହକମାନଙ୍କଠାରୁ ପାଇଥିବା ପ୍ରତିକ୍ରିୟାକୁ ନେଇ ଆମେ ଖୁବ୍‍ ଉତ୍ସାହିତ। ନୋକିଆ ୫.୧ ମାତ୍ର ୧୪,୪୯୯ ଟଙ୍କା, ନୋକିଆ ୩.୧ ମାତ୍ର ୧୧,୯୯୯ ଟଙ୍କା ଏବଂ ନୋକିଆ ୨.୧ ମାତ୍ର ୬,୯୯୯ ଟଙ୍କାରେ ଉପଲବ୍ଧ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories