www.samajalive.in
Sunday, December 7, 2025
26.1 C
Bhubaneswar

ଦୁବାଇ ଭ୍ରମଣର ମଜା

ଯଦି ଆପଣ ବୁଲିବା ପାଇଁ ଦୁବାଇ ଯିବାକୁ ଚାହୁଁଛନ୍ତି ତେବେ ନିଶ୍ଚୟ ଯାଆନ୍ତୁ। ଏହି ଶୀତ ସମୟରେ ଦୁବାଇ ଭ୍ରମଣର ମଜା ମନରେ ସ୍ୱତନ୍ତ୍ର ଅନୁଭବ ଭରିଦିଏ। କହିବାକୁ ଗଲେ ଡ଼ିସେମ୍ବରରୁ ଫେବୃଆରୀ ହେଉଛି ଦୁବାଇ ଭ୍ରମଣର ଉତ୍କୃଷ୍ଟ ସମୟ। ଦୁବାଇର ବୁର୍ଜ ଖଲୀଫା ସାରା ଦୁନିଆରେ ବେଶ ପ୍ରସିଦ୍ଧ ଅଟେ। ଏଠାରେ ଥିବା ଗଗନ ଚୁମ୍ବୀ କୋମ୍ବୀ ଅଟ୍ଟାଳିକା ନିଶ୍ଚୟ ଦେଖନ୍ତୁ। ଏହାର ଉଚ୍ଚତା ୧୪୦ ଫୁଟ ଅଟେ। ଏତଦ ବ୍ୟତୀତ ରୁଫ୍ ଟପ ଗାର୍ଡେନରେ ବସି ମୁକ୍ତ ଆକାଶ ତଳେ ଫିଲ୍ମ ଦେଖିବାର ମଜା ନେଇପାରିବେ।
ଏହାଛଡ଼ା ଯଦି ଆପଣ ଦୁବାଇର ପରମ୍ପରା ଏବଂ ଐତିହ୍ୟର ନିକଟତର ହେବାକୁ ଚାହୁଁଥାଆନ୍ତି ତେବେ ଅଲ ଫହୀଦୀ ଫର୍ଟ ନିଶ୍ଚୟ ଦେଖନ୍ତୁ। ଏହାଛଡ଼ା ଯେପରି ଆପଣ ଭାରତ ଆସି ଦିଲ୍ଲୀର ରାସ୍ତା କଡ଼ର ଖାଦ୍ୟ (ଷ୍ଟ୍ରିଟ ଫୁଡ଼) ନଖାଇଲେ ଫିକା ଲାଗେ ସେପରି ଦୁବାଇରେ ମରୁଭୂମିରେ ସଫାରୀର ମଜା ନ ନେଲେ ଫିକା ଲାଗେ।
ଅଲ କୁଦ୍ରା ହ୍ରଦ ହେଉଛି ଦୁବାଇର ଏକ ଶାନ୍ତ ଓ ସୌନ୍ଦର୍ୟ୍ୟପୂର୍ଣ୍ଣ ପରିବେଶ। ଏହା ଏକ ପ୍ରସିଦ୍ଧ ପିକନିକ ସ୍ଥାନ ମଧ୍ୟ ଅଟେ। ବସରେ ଅନ୍ୟ ସ୍ଥାନକୁ ଯାତ୍ରା କରିବା ସମୟରେ ଏଠାକାର ସୁନ୍ଦର ବଗିଚା ଦେଖିପାରିବେ। ପାମ ଦ୍ୱୀପ, କ୍ରିକ ପାର୍କ, ୱାଟର ପାର୍କ ନିଜ ସୌନ୍ଦର୍ୟ୍ୟ ଦ୍ୱାରା ପର୍ୟ୍ୟଟକଙ୍କୁ ସର୍ବଦା ଆକୃଷ୍ଟ କରିଥାଏ। ଏହା ଛଡ଼ା ଆଇସ ୱାଲ୍ଡ ଯାଇ ଆପଣ ସେଠାରେ ସ୍କେଟିଙ୍ଗ ଓ ପେଙ୍ଗୁଇନ ଶୋ ଦେଖିପାରିବେ। ମିରାକଲ ବଗିଚାରେ ଭିନ୍ନ ଭିନ୍ନ ପୁଷ୍ପକୁ ନିକଟରୁ ଦେଖି ମଜା ନେଇପାରିବେ। ଦୁବାଇ ଉନ୍ନତ ଜୀବନଶୈଳୀ, ରୋମାଞ୍ଚ, ପ୍ରାକୃତିକ ସୌନ୍ଦର୍ୟ୍ୟର ଗନ୍ତାଘର ଅଟେ।
ଗମନାଗମନ ଦୃଷ୍ଟିରୁ ଆପଣ ଉଭୟ ବିମାନରେ ଦୁବାଇରେ ପହଞ୍ଚି ସେଠାରେୁ ଘରୋଇ ଯାନରେ ଯାଇପାରିବେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories