www.samajalive.in
Sunday, December 14, 2025
26.1 C
Bhubaneswar

ଐସି ଲାଗି ଲଗନ, ମୀରା…ଅନୁପ ଜଲୋଟାଙ୍କ ଭଜନରେ ଝୁମିଲେ ଦର୍ଶକ

ଡେସ୍କ: ଐତିହାସିକ କଟକ ବାଲିଯାତ୍ରାର ପ୍ରଥମ ସନ୍ଧ୍ୟାକୁ ଦର୍ଶକମାନେ ବେଶ ଉପଭୋଗ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଳିଯାତ୍ରାକୁ ଉଦଘାଟନ କରିବା ପରେ ଆରମ୍ଭ ହୋଇଥିଲା ଲୋକପ୍ରିୟ ଗାୟକ ଅନୁପ ଜଲୋଟାଙ୍କ ଭଜନ ପରିବେଷଣ। ଅନୁପଙ୍କ ସୁମଧୁର କଣ୍ଠର ଯାଦୁ ଦର୍ଶକଙ୍କୁ ବିମୋହିତ କରିଥିଲା।


ଯେଉଁ ଭଜନ ପାଇଁ ସେ ସାରା ବିଶ୍ୱରେ ଖଟି ଅର୍ଜନ କରିଛନ୍ତି, ସେହି ଭଜନ ‘ଏସି ଲାଗି ଲଗନ, ମୀରା ହୋ ଗୟୀ ମଗନ…’ ଗୀତ ରୁ ଆରମ୍ଭ କରିଥିଲେ କାର୍ଯ୍ୟକ୍ରମ। ଗୋଟିଏ ପରେ ଗୋଟିଏ ହିଟ ଭଜନ ଗାଇଥିଲେ ଅନୁପ। ସେ କହିଥିଲେ, ଏହି ବାଲିଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲି ଦେଶରେ ଉଠାଇବା ପରେ ଏହାର ଅଧିକ ପ୍ରଚାର ପ୍ରସାର ହୋଇଛି।ଏହିଭଳି ମେଗା ଆୟୋଜନକୁ ସାଧୁବାଦ ଜଣାଇଛନ୍ତି ଅନୁପ ଜଲୋଟା।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories