www.samajalive.in
Tuesday, December 9, 2025
16.1 C
Bhubaneswar

ଜାତୀୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉଦ୍ୟୋଗୀ ହବ୍ ସେବା ଉଦଘାଟିତ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ୱେବସିଷ୍ଟମ ଜନସେବା କେନ୍ଦ୍ରଠାରେ ଏସସି/ ଏସଟି ଉଦ୍ୟୋଗୀମାନଙ୍କ ପାଇଁ ମ୍ୟାନେଜମେଣ୍ଟ ଅନୁଷ୍ଠାନରେ ଶିକ୍ଷାଦାନ ସେବାର ଶୁଭାରମ୍ଭ ହୋଇଛି। ଜନସେବା କେନ୍ଦ୍ରର ମୁଖ୍ୟ ପରିଚାଳକ ସନତ କୁମାର ଦାଶ ଏବଂ ଆଞ୍ଚଳିକ ପ୍ରତିନିଧି ମାନଙ୍କ ଦ୍ୱାରା ଏହି ନୂତନ ସେବା ଏସଟି/ଏସସି ଯୁବକ ଯୁବତୀମାନେ ସୁଯୋଗ ନେଇ ପାରିବେ । ଭାରତ ସରକାରଙ୍କ ଅଣୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଦ୍ୱାରା ପରିଚାଳିତ ଏହି ସେବାର ମୁଖ୍ୟ ଉଦ୍ଦେଶ୍ୟ ଜାତୀୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉଦ୍ୟୋଗୀ ମାନଙ୍କ ପାଇଁ ଏକ ସହଯୋଗୀ ସିଷ୍ଟମ ବିକାଶ ପାଇଁ ଲକ୍ଷ ବ୍ୟବସ୍ଥା କରାଯାଇଛି । ଏନ,ଏସ,ଏସ,ଏଚ ଏହି ସେବାର ମୂଳ ଉଦ୍ଦେଶ୍ୟ ହେଉଛି ସାର୍ଵଜନୀନ କ୍ରୟ ପ୍ରକ୍ରିୟାରେ ସେମାନଙ୍କ ଅଂଶ ଗ୍ରହଣକୁ ବୃଦ୍ଧି କରିବା ଏବଂ ସାର୍ଵଜନୀନ କ୍ରୟ ନୀତିର ଆଦେଶ ହାସଲ କରିବାରେ ଉଦ୍ୟୋଗ ଗୁଡିକୁ ସାହାଯ୍ୟ କରିବା। ଏହି ହବ୍ ଦ୍ୱାରା ସ୍ଥାନୀୟ ଅଞ୍ଚଳର ନୂତନ ଉଦ୍ୟୋଗୀ ମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ଆଞ୍ଚଳିକ ପ୍ରତିନିଧି ପ୍ରକାଶ କରି ଥିଲେ। ଶେଷରେ ୱେବସିଷ୍ଟମ ଜନସେବା କେନ୍ଦ୍ରର ପରିଚାଳକ ସନତ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories