www.samajalive.in
Wednesday, December 10, 2025
17.1 C
Bhubaneswar

ବିଜେପି ପକ୍ଷରୁ ୨ ଦିନିଆ ପ୍ରଶିକ୍ଷଣ ବର୍ଗ ଉଦ୍‍ଘାଟିତ

ଫୁଲବାଣୀ/ଖଜୁରିପଡା: କନ୍ଧମାଳ ଜିଲା ଖଜୁରିପଡା ସ୍ଥିତ ଆମ୍ବେଦକର ମହାବିଦ୍ୟାଳୟ ଖେଳ ପଡ଼ିଆଠାରେ ଖଜୁରିପଡ଼ା ମଣ୍ଡଳ ବିଜେପି ପକ୍ଷରୁ ୨ ଦିନିଆ ପ୍ରଶିକ୍ଷଣ ବର୍ଗ ଆଜି ଉଦ୍‍ଘାଟିତ ହୋଇଯାଇଛି। ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକାରେ ଜନସଂଘ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଭାରତୀୟ ଜନତାପାର୍ଟିର ଜୟଯାତ୍ରା ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ବିକାଶ ଯୋଜନା ଓ ଦଳିୟ ସଂଗଠନକୁ ମଜଭୁତ୍‍ କରିବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତା ଗୁରୁୂମନ୍ତ୍ର ପ୍ରଦାନ କରିଥିଲେ। ବୈଠକରେ ପୂର୍ବତନ ଜିଲା ସଭାପତି ଲିଙ୍ଗରାଜ ଦଳବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି, ଦେବ ନାରାୟଣ ପ୍ରଧାନ, ପୂର୍ବତନ ମଣ୍ଡଳ ସଭାପତି ଅନନ୍ତ କୁମାର ଦିଗାଲ, ସାଧାରଣ ସଂପାଦକ ରଂଜନ କୁମାର କହଁର, ପୁରସ୍ତମ ମଲିକ, ରାଇ କିଶୋର ପ୍ରଧାନ, ମନୋଜ କୁମାର ପଣ୍ଡା, ବିକ୍ରମସେନ ଦେହୁରୀ, କୁମାର କହଁର ପ୍ରମୁଖ ବୈଠକକୁ ସଂଚାଳନ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories