ରାୟଗଡା : ରାୟଗଡା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ ସାଇନଗର ସାହିରେ ଏକ ଘର ଭିତରୁ ମାଆଝିଅଙ୍କ ମୃତଦେହ ସନ୍ଦେହଜନକ ଭାବେ ଜବତ ହୋଇଥିବା ରବିବାର ଜଣାପଡିଛି। ପାଣି ଗରମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।
Popular Categories



