www.samajalive.in
Saturday, December 6, 2025
15.1 C
Bhubaneswar

ଗିରଫ ହେଲେ ବିଜୟ ରାଜ; ମହିଳା ସହକର୍ମୀ ଆଣିଲେ ଅସଦାଚରଣ ଅଭିଯୋଗ

ମୁମ୍ବଇ: ମହିଳା ସହକର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ବଲିଉଡ଼ ଅଭିନେତା ବିଜୟ ରାଜଙ୍କୁ ଗିରଫ କରିଛି ମହାରାଷ୍ଟ୍ରର ଗୋଣ୍ଡିଆ ପୁଲିସ। ଗୋଣ୍ଡିଆ ସ୍ଥିତ ଏକ ହୋଟେଲରୁ ପୁଲିସ ତାଙ୍କୁ ଗିରଫ କରିଥିଲା। ତେବେ ଗିରଫ ହେବା ପରେ ସେ ବେଲରେ ମୁକୁଳିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ମଧ୍ୟପ୍ରଦେଶରେ ‘ଶେରନୀ’ ଫିଲ୍ମର ଶୁଟିଂ ସମୟରେ ସେ ଜଣେ ମହିଳା କ୍ରିଉ ମେମ୍ବରଙ୍କୁ ନିର୍ୟ୍ୟାତନା ଦେଇଥିବା ଅଭିଯୋଗ ହୋଇଛି। ମଧ୍ୟପ୍ରଦେଶରେ ବିଜୟ ରାଜଙ୍କ ଦ୍ୱାରା ଅସଦାଚରଣର ଶିକାର ହେବା ପରେ ମହିଳା କ୍ରିଉ ମେମ୍ବର ଜଣକ ମହାରାଷ୍ଟ୍ର ଫେରିବା ପରେ ପୁଲିସରେ ଏତଲା ଦେଇଥିଲେ । ଆଇପିସି ଧାରା ୩୫୪ ଅନୁଯାୟୀ ଅଭିନେତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories