www.samajalive.in
Tuesday, December 9, 2025
26.1 C
Bhubaneswar

ମଧ୍ୟପ୍ରଦେଶ ଉପ-ନିର୍ବାଚନ: ଆସନ୍ତାକାଲି ୨୮ଟି ଆସନ ପାଇଁ ହେବ ଭୋଟ୍ ଗ୍ରହଣ, ଜଗିବେ ୩୩ହଜାର ସୁରକ୍ଷା କର୍ମୀ

ଭୋପାଳ : ମଧ୍ୟପ୍ରଦେଶ ଉପ-ନିର୍ବାଚନରେ ଆସନ୍ତାକାଲି ୨୮ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ମଙ୍ଗଳବାର ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ମତଦାନ ସମୟରେ କୋଭିଡ -୧୯ ନିର୍ଦ୍ଦେଶାବଳୀକୁ ଅନୁସରଣ କରାଯିବ। ସୋମବାର ଏନେଇ ରାଜ୍ୟର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅରୁଣ ତୋମର ସୂଚନା ଦେଇଛନ୍ତି।
ରାଜ୍ୟର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅରୁଣ ତୋମର କହିଛନ୍ତି ଯେ, ରାଜ୍ୟରେ ହେଉଥିବା ଉପନିର୍ବାଚନରେ ୨୮ଟି ଆସନ ପାଇଁ ୩୫୫ଜଣ ପ୍ରାର୍ଥୀ ରହିଛନ୍ତି। ମତଦାନ ସମୟରେ ସୁରକ୍ଷା ପରିଚାଳନା ପାଇଁ ପ୍ରାୟ ୩୩ହଜାର ସୁରକ୍ଷା କର୍ମୀ ନିୟୋଜିତ ରହିବେ। ମତଦାନର ଶେଷ ଏକ ଘଣ୍ଟାରେ କରୋନା ରୋଗୀ ଭୋଟ ଦେବେ​‌ ବୋଲି ତୋମର କହିଛନ୍ତି।

Hot this week

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

Related Articles

Popular Categories