ଅଙ୍କ ଜ୍ୟୋତିଷ : ଆସନ୍ତୁ ଜାଣିବା ଜୁଲାଇ ୧୮ କେଉଁ ମାନଙ୍କ ପାଇଁ ଶୁଭ

0

ଜ୍ୟୋତିଷ ଶାସ୍ତ୍ରରେ ରାଶିର ଗୁରୁତ୍ୱ ଭଳି ଅଙ୍କ ଶାସ୍ତ୍ରରେ ସଂଖ୍ୟାର ବିଶେଷ ମହତ୍ୱ ରହିଛି। ଯେପରି ନାମ ଅନୁସାରେ ରାଶି ରହିଥାଏ ସେହିପରି ପ୍ରତି ସଂଖ୍ୟା ଅନୁସାରେ ଅଙ୍କ ଜ୍ୟୋତିଷ ରହିଥାଏ। ଜନ୍ମ ତାରିଖ ମିଶାଇବା ପରେ ଯେଉଁ ସଂଖ୍ୟା ବାହାରେ ତାକୁ ଅଙ୍କ ଜ୍ୟୋତିଷ ଶାସ୍ତ୍ରର ସଂଖ୍ୟା ଭାବେ ପରିଗଣନା କରାଯାଏ। ଉଦାହରଣ ସ୍ୱରୁପ ଆପଣଙ୍କ ଜନ୍ମ ତାରିଖ ୧୮ ହୋଇଥିଲେ ଏହାକୁ ୧+୮=୯ ଭାବେ ଧରାଯିବ ଓ ଆପଣଙ୍କ ଜ୍ୟୋତିଷ ଅଙ୍କ ୯ ରହିବ।

କାଯ୍ୟ କ୍ଷେତ୍ରରେ ବାଦ ବିବାଦରୁ ବଞ୍ଚନ୍ତୁ। ପୂର୍ବ ନିୟୋଜିତ କାଯ୍ୟ ଅସମ୍ପୂର୍ଣ୍ଣ ରହିବ। ଜୀବନସାଥୀଙ୍କର ଭାବନା ଉପରେ ଧ୍ୟାନ ରଖନ୍ତୁ।

ଆତ୍ମବଳ ବଢିବ। ଚାକିରି କ୍ଷେତ୍ରରେ ସଫଳ ହେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟାବସାୟରେ ସାମାନ୍ୟ ଲାଭ ହେବ।

ନୂତନ କାଯ୍ୟ ପ।।ଇଁ ଟଙ୍କା ବିନିଯୋଗ କରିବାରୁ ବଞ୍ଚନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପେଟ ଯନ୍ତ୍ରଣା ଅନୁଭବ କରିବେ।

ସକରାତ୍ମକ ଭାବନାରେ ଲାଭ ମିଳିବ। କୌଣସି ବିବାଦରୁ ମୁକ୍ତି ମିଳିବ। ବ୍ୟବସାୟିକ ସ୍ଥିତି ଭଲ ରହିବ।

କୌଣସି ପରୀକ୍ଷା କିମ୍ବା ପ୍ରତିଯୋଗିତାରୁ ଭଲ ଫଳ ମିଳିବ। କୌଣସି ବି କ୍ଷେତ୍ରରେ ଶୁଭ ସୂଚନା ମିଳିପାରେ। ଚାକିରି କ୍ଷେତ୍ରରେ ଉନ୍ନତି କରିବେ।

ପାଠ ପଢାରେ ରୁଚି ରହିବ। ବ୍ୟାବସାୟରେ ଲାଭ ହେବ।

ଜମିବାଡି କ୍ଷେତ୍ରରେ ଅଟକି ରହିିଥିବା କାଯ୍ୟ ହାସଲ ହେବ। ଚାକିରି କ୍ଷେତ୍ରରେ ସ୍ଥିତି ଅନୁକୁଳ ରହିବ। ବ୍ୟବସାୟିକ ଲାଭ ଭଲ ହେବ।

ଚାକିରି କ୍ଷେତ୍ରରେ ଉନ୍ନତି ହେବ। କାଯ୍ୟ କ୍ଷେତ୍ରରେ ସଫଳତା ମିଳିବ। କୌଣସି ଶୁଭ କାଯ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବେ।

ମାନସିକ ଅବସ୍ଥା ଭଲ ରହିବ ନାହିଁ। ବ୍ୟବସାୟ କ୍ଷେତ୍ରରେ ସୁଧାର ଆସିବ। ଧର୍ମ କ୍ଷେତ୍ରରେ ରୁଚି ରହିବ।

Leave A Reply