କଣ୍ଟାବାଞ୍ଜି: ଝରଣୀ ଗାଁ ରେ ବିଜେପି ର ସଦସ୍ୟତା କାର୍ଯ୍ୟକ୍ରମ, ମମିତା ମେହେରଙ୍କ ବାପା ଓ ମା ହେଲେ ବିଜେପିର ସଦସ୍ୟ, ଅଳ୍ପସଂଖ୍ୟକ ମୋର୍ଚ୍ଚାର ରାଜ୍ୟ ସଭାପତି ସିକନ୍ଦର ଅଲ୍ଲୀ ଓ ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ଉପସ୍ଥିତିରେ ଗାଁର ଶତାଧିକ ମହିଳା ଓ ଯୁବକ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଚର୍ଚ୍ଚାର ବିଷୟ ଝରଣୀ ତଥା ତେତେଲଖୁଣ୍ଟି ଗାଁର ମୁସଲିମ ସୁନ୍ନି ଜମାତର ସମସ୍ତ ପ୍ରମୁଖ ବ୍ୟକ୍ତି ତେତେଲଖୁଣ୍ଟି ମସଜିଦ ପରିସରରେ ବିଜେପିର ପ୍ରାଥମିକ ସଦସ୍ୟତା ଗ୍ରହଣ କରି ଅତିଥି ମାନଙ୍କୁ ନିଜର ସମର୍ଥନ ବିଜେପି ପ୍ରତି ରହିବ ବୋଲି ଆଶ୍ୱାସନା ଦେଇଥିଲେ।
Popular Categories



