www.samajalive.in
Monday, December 8, 2025
17.1 C
Bhubaneswar

ରାସ୍ତାରେ ବସିଛି ୯ ଫୁଟ ଉଚ୍ଚ କଙ୍ଗାରୁ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ନିଜ ପ୍ରାକୃତିକ ପରିବେଶ ଓ ମନଲୋଭା ଦୃଶ୍ୟ ପାଇଁ ଜଣାଯାଏ । ସମସ୍ତେ ଏଠାକୁ ପ୍ରକୃତିର ସୌନ୍ଦର୍ଯ୍ୟର ମଜା ଉଠାଇବାକୁ ଆସିଥାନ୍ତି ।  ତେବେ ନିକଟରେ ଏକ ଭାଇରାଲ ଭିଡିଓ ଅଷ୍ଟ୍ରେଲିଆର ପ୍ରାକୃତିକ ପରିବେଶ ପ୍ରତି ଭୟ ସଞ୍ଚାର କରିଛି । ଭାଇରାଲ ଭିଡିଓରେ ଏକ ୯ ଫୁଟ ଉଚ୍ଚ କଙ୍ଗାରୁ ନଜର ଆସୁଛି ।

 

View this post on Instagram

 

A post shared by Bien_forever (@bien_forever)

- Advertisement -

କିଛି ମିଟର ଦୂରରେ ନିଜ କାର ଅଟକାଇ ଜଣେ ମହିଳା କ୍ୟାମେରାରେ ଏହି ଦୃଶ୍ୟ କଏଦ କରିଛନ୍ତି । ଏହି ବିଶାଳ କଙ୍ଗାରୁର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ୩ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି । ସମସ୍ତେ ଏହାକୁ ସେୟାର କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories