www.samajalive.in
Saturday, December 13, 2025
27.1 C
Bhubaneswar

ଜୁସ ପିଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିଭିନ୍ନ ପ୍ରକାର ଫଳ ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ଏହାର ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଛି। ମାତ୍ର ଆପଣ ଜାଣନ୍ତି କି କେଉଁ ସମୟରେ ଜୁସ ପିଇବା ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ। ଜୁସ ପିଇବାର ଏକ ସଠିକ ସମୟ ରହିଛି। ଏହାସହ ସଠିକ ସମୟରେ ହିଁ ଜୁସ ପିଇବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବା ସହ ପୋଷକ ତତ୍ତ୍ୱ ମଧ୍ୟ ପ୍ରଦାନ କରିଥାଏ। ଜାଣନ୍ତୁ….
– ବ୍ୟାୟାମ କରିବା ସମୟରେ ଜୁସ ପିଇବା ଉପକାରୀ। ବିଶେଷ କରି ଜିମ୍‍ ରେ ବ୍ୟାୟାମ କରିବା ସମୟରେ ଜୁସ ପିଇବା ଦ୍ୱାରା ଆବଶ୍ୟକୀୟ ଶକ୍ତି ମିଳିଥାଏ। ଶରୀରକୁ ମଧ୍ୟ ପୋଷକ ତତ୍ତ୍ୱ ଯୋଗାଏ।
– ସକାଳର ଜଳଖିଆ ଓ ଭୋଜନ ସମୟରେ ମଧ୍ୟ ଜୁସ ପିଇ ପାରିବେ। ଏହାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ଶରୀରକୁ ଆବଶ୍ୟକୀୟ ଫାଇବର ମିଳିପାରିଥାଏ।
– ଋତୁ ଅନୁଯାୟୀ ମଧ୍ୟ ଜୁସ ପିଇବା ଆବଶ୍ୟକ। କାରଣ ଥଣ୍ଡା ପାଗରେ ତରଭୂଜ ଜୁସ ପିଇଲେ ଦେହ ଖରାପ ହେବାର ସମ୍ଭାବନା ଥାଏ। ତେଣୁୠତୁ ଅନୁଯାୟୀ ଜୁସ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପକାରୀ ହୋଇଥାଏ।
– ଯେଉଁ ସମୟରେ ଦୁର୍ବଳ ଅନୁଭବ କରୁଛନ୍ତି। ସେହି ସମୟରେ ମଧ୍ୟ ଜୁସ ପିଇପାରିବେ। ଯଦି ଜୁସ ପିଇବାକୁ ଆଗ୍ରହ ନଥାଏ ତେବେ ସେହି ସମୟରେ ଫଳ ମଧ୍ୟ ଖାଇପାରିବେ।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories