କରୋନା ନେଲା ଆଉ ୯ ଜୀବନ, ୨୧୬ରେ ପହଞ୍ଚିଲା ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା
ଭୁବନେଶ୍ଵର : ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ମଙ୍ଗଳବାର ମୃତ୍ୟୁବରଣ କରିଥିବା ୯ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
3. A 50 year old male of Ganjam district.
4. A 40 year old male of Jajpur district.
5. A 46 year old male of Ganjam district who was also suffering from Diabetes.
6. A 60 year old male of Ganjam district who was also suffering from Diabetes & Hypertension.
— H & FW Dept Odisha (@HFWOdisha) August 4, 2020
ଆଜି ମୃତ୍ୟୁବରଣ କରିଥିବା ୯ ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୬, ଖୋର୍ଦ୍ଧା, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ ରହିଛନ୍ତି । ଗଞ୍ଜାମମରେ ୬ ମୃତକଙ୍କ ବୟସ ଯଥାପ୍ରମେ ୪୦, ୫୦, ୬୦, ୭୫ ଓ ୬୦ ବର୍ଷ ରହିଛି । ଏହି କ୍ରମରେ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୧୨କୁ ବୃଦ୍ଧି ପାଇଛି ।
7. A 75 year old female of Ganjam district who was also suffering from Diabetes & Hypertension.
8. A 55 year old male of Khordha district.
9. A 60 year old female of Ganjam district who was also suffering from Chronic Kidney Disease, Diabetes & Hypertension.
— H & FW Dept Odisha (@HFWOdisha) August 4, 2020
Comments are closed.