ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫,୭୦୫କୁ ବୃଦ୍ଧି
ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର ୨୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୫,୭୦୫କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
6 from Mayurbhanj
5 from Rayagada
3 each from Balasore & Kandhamal
2 from Puri
1 each from Deogarh, Jharsuguda, Malkangiri, Keonjhar & NabarangpurThe total recovered cases of Odisha now stand at 5705
(2/2)— H & FW Dept Odisha (@HFWOdisha) July 3, 2020
ଆଜି ସୁସ୍ଥ ହୋଇଥିବା ଆରୋଗ୍ୟଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ – ୩୮, ଖୋର୍ଦ୍ଧା- ୩୭, କଟକ- ୧୮, ଜଗତସିଂହପୁର- ୧୮, ସମ୍ବଲପୁର- ୧୨, ସୁନ୍ଦରଗଡ଼- ୧୨, ଢେଙ୍କାନାଳ-୧୦, ଯାଜପୁର- ୮, ବରଗଡ଼- ୭, ମୟୁରଭଞ୍ଜ- ୬, ରାୟଗଡ଼ା- ୫, ପୁରୀ- ୨, ବାଲେଶ୍ବର ଓ କନ୍ଧମଳ ଜିଲାରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଦେବଗଡ଼, ଝାରସୁଗୁଡ଼ା, ମାଲକାନଗିରି, କେନ୍ଦୁଝର ଓ ନବରଙ୍ଗପୁର ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
Comments are closed.