www.samajalive.in
Monday, December 15, 2025
16.1 C
Bhubaneswar

‘ଫୋନ୍‌ରେ ବୁଝୁଛି ଲୋକଙ୍କ କଥା ଓ ଗୀତ ଶୁଣିବା ସହ ବହି ପଢ଼ୁଛି’

କରୋନା ମହାମାରୀ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବହୁ ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ସମସ୍ତେ ଘରେ ରହିବା ଦରକାର। ମୁଁ ମଧ୍ୟ ନିହାତି ଆବଶ୍ୟକ ନଥିଲେ ବାହାରକୁ ଯାଉନି। ସମସ୍ତଙ୍କୁ ମୋର ଅନୁରୋଧ ଏହି ମହାମାରୀ ମୁକାବିଲା ପାଇଁ ସାମାଜିକ ଦୂରତା ବଜାୟ ରଖନ୍ତୁ। ଜରୁରୀ କାମ ନଥିଲେ ବାହାରକୁ ଯିବା ଉଚିତ୍‌ ନୁହେଁ। ଲକ୍‌ଡାଉନ୍‌ ଯୋଗୁଁ ଘରେ ରହିବାକୁ ସୁଯୋଗ ଥିବାରୁ ମୋର ପୁରୁଣା ସାଙ୍ଗଙ୍କ ସହ ଫୋନ୍‌ରେ କଥା ହେଉଛି ା ମୋ ନିର୍ବାଚନ ମଣ୍ଡଳୀ ଲୋକଙ୍କ ସୁବିଧାଅସୁବିଧା କଥା ଫୋନ୍‌ ଓ ସୋସିଆଲ ମିଡ଼ିଆରେ ବୁଝିବା ସହ ଏହାକୁ ସମାଧାନ ପାଇଁ ଚେଷ୍ଟା କରୁଛି। ମୋ ବିଭାଗର କାମ ଘରେ ରହି କରୁଛି ଓ ଆବଶ୍ୟକ ହେଲେ କାର୍ଯ୍ୟାଳୟ ଯାଉଛି। କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ସହଯୋଗର ହାତ ବଢାଇବା ସହ ସଚେତନ ହେବାର ଆବଶ୍ୟକତା ରହିଛି। ଘରେ ଥିବାବେଳେ ସୋସିଆଲ ମିଡ଼ିଆ ବ୍ୟବହାର କରିବା ସହ ଟିଭିରେ ନ୍ୟୁଜ୍‌ ଓ ସିନେମା ଦେଖୁଛି। ଏହା ବ୍ୟତୀତ ଗୀତ ଶୁଣିବା ଓ ବହି ପଢିବାରେ ମୋର ଦିନ ଯାଉଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories