www.samajalive.in
Saturday, December 13, 2025
26.1 C
Bhubaneswar

କରୋନା କାୟାରେ ସ୍ତବ୍ଧ ବିଶ୍ବ : ୩୯,୩୯,୫୫୩ ଆକ୍ରାନ୍ତ, ଆମେରିକାରେ ୭୬,୯୪୨ଜଣଙ୍କର ମୃତ୍ୟୁ

ୱାଶିଟନ : କରୋନା ମହାମାରୀର କାୟା ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଛି । ଦିନକୁ ଦିନ ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯,୩୯,୫୫୩ରେ ପହଞ୍ଚିଛି । ସେଥିମଧ୍ୟରୁ ୧୩,୫୫,୭୮୮ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୨,୭୧,୪୧୦ ଜଣଙ୍କର ମୃତ୍ୟଉ ଘଟିଛି।

ବିଶ୍ବର ୧ ନଂ ପ୍ରଭାବଶାଳୀ ଦେଶ ଆମେରିକା ଏହା ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ଆମେରିକାରେ ୧୨,୯୨,୮୭୯ଜଣ  କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୭୬,୯୪୨ ଜଣଙ୍କର ମୃତ୍ୟୁ ଘଟିଲାଣି । ଅନ୍ୟାନ୍ୟ ବିଶେଷ କ୍ଷତିଗ୍ରସ୍ତ ଦେଶ ଗୁଡିକ ହେଉଛି :

ଦେଶ           ଆକ୍ରାନ୍ତ               ମୃତ

ସ୍ପେନ          ୨,୬୦,୧୧୭            ୨୬,୨୯୯

ଇଟାଲି        ୨,୧୫,୮୫୮            ୨୯,୯୫୮

ଇଂଲଣ୍ଡ        ୨.୦୬,୭୧୫             ୩୦,୬୧୫

ଋଷିଆ         ୧,୮୭,୮୫୯               ୧,୭୨୩

ଫ୍ରାନ୍ସ           ୧,୭୪,୭୯୧             ୨୫,୯୮୭

ଜର୍ମାନୀ        ୧,୬୯,୪୩୦                 ୭,୩୯୨

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories