ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ରାଜନୀତିର ବର୍ଷିୟାନ ନେତା, ବିଶିଷ୍ଟ ସମାଜବାଦୀ ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ବସନ୍ତ ଦାସଙ୍କ ବୁଧବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ତାଙ୍କ ଅକାଳବିୟୋଗରେ ସାରା ଜିଲ୍ଲା ସ୍ତବ୍ଧ ହୋଇଯିବା ସହ ଶୋକର ଛାୟା ଖେଳିଯାଇଛି।
Popular Categories



