www.samajalive.in
Saturday, December 13, 2025
26.1 C
Bhubaneswar

ସମଗ୍ର ଜାପାନରେ ଜରୁରୀକାଳୀନ ପରିସ୍ଥିତି ଲାଗୁ, ସଂକ୍ରମଣରେ ଗଲାଣି ୧୫୦ ଜୀବନ

ସମାଜ ପୋର୍ଟାଲ ଡେସ୍କ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ଦୃଷ୍ଟିରୁ ଟୋକିଓ ଏବଂ ଅନ୍ୟାନ୍ୟ ସହରାଞ୍ଚଳରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ସାରା ଦେଶରେ ଲାଗୁ କରିଛନ୍ତି। ଏହା ବ୍ୟତୀତ ଦେଶର ୧୨ କୋଟି ଜନତାଙ୍କୁ ଏକ ଲକ୍ଷ ୟେନ୍ ଲେଖାଏଁ (ପ୍ରାୟ ୭୧ ହଜାର ୫୦୦ ଟଙ୍କା) ଦେବାକୁ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତି ସମଗ୍ର ଦେଶରେ ଲାଗୁ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଗତିବିଧି ହ୍ରାସ କରିବା ଏବଂ ସାମାଜିକ ଦୂରତା ଲକ୍ଷ୍ୟ ହାସଲ ଦିଗରେ ୮୦ ପ୍ରତିଶତ ସଫଳତା ପାଇବା। ଏପ୍ରିଲ୍ ୭ରେ ଆବେ ସୀମିତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ଯାହା ଟୋକିଓ ଏବଂ ଅନ୍ୟ ଛ’ଟି ସ୍ଥାନରେ ଲାଗୁ ହୋଇଥିଲା ସେହି ସବୁ ଅଂଚଳରେ ସଂକ୍ରମଣ ସର୍ବାଧିକ ସ୍ଥରରେ ଥିଲା।

- Advertisement -

ସୂଚନାଯୋଗ୍ୟ ଯେ କରୋନା ଜୀବାଣୁ ଉପରେ ଆବେଙ୍କ ପଦକ୍ଷେପକୁ ସମାଲୋଚନା କରାଯାଇଥିଲା ଏବଂ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗ ହୋଇଥିଲା। ସେଠାକାର ଅନେକ ନେତା ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିବାକୁ ଦାବି କରିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories