ଗଞ୍ଜାମ : ଜିଲ୍ଲାରେ ୭୩୦ ଲୋକ ବିଦେଶରୁ ଫେରିଛନ୍ତି। ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ଭୁବନେଶ୍ୱରରୁ କିଛି ଲୋକ ଆସିଛନ୍ତି ତାଙ୍କ ଉପରେ ନଜର ରଖାଯାଇଛି। ଅନ୍ୟ ଜିଲ୍ଲାରୁ ୨୫ହଜାର ଶ୍ରମିକ ଜିଲ୍ଲାକୁ ଫେରିଛନ୍ତି ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ଦେଇ କହିଛନ୍ତି।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!