www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଲକ୍ଡ଼ାଉନ୍ ଭଙ୍ଗ: ଦିଲ୍ଲୀରେ ୬୬ ହଜାର ଲୋକଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: କରୋନା ଲକ୍ଡ଼ାଉନ ଆଇନ ଭାଙ୍ଗିବା ଅଭିଯୋଗରେ ଦିଲ୍ଲୀରେ ୬୬ ହଜାର ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଦିଲ୍ଲୀ ପୁଲିସ ଲୋକସମ୍ପର୍କ ଅଧିକାରୀ ଏମ୍.ଏସ୍.ରାନ୍ଧୱାଙ୍କ ସୂଚନା ଅନୁସାରେ ପୁଲିସ ବିଭିନ୍ନ ଅଭିଯୋଗରେ ଅଭିଯୋଗରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮  ଅନୁସାରେ  ୩୩୫୦ ମାମଲା ରୁଜୁ କରିଛି ।ସେହିପରି ୧୦ ହଜାର ବିଭିନ୍ନ ଗାଡ଼ିକୁ ଜବତ କରାଯିବା ସହ ୪୦ରୁ ଊର୍ଧ୍ବ ବ୍ୟକ୍ତିଙ୍କୁ ସଂଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି ।

ଅନ୍ୟପକ୍ଷରେ ବିଭିନ୍ନ ଘରୋଇ ସ୍ବେଚ୍ଛାସେବୀ ସଙ୍ଗଠନ ସହାୟତାରେ ଦିଲ୍ଲୀ ପୁଲିସ ୨ ଲକ୍ଷ ଲୋକଙ୍କ ପାଇଁ ରନ୍ଧାଖାଦ୍ୟ  ଓ ୬ ହଜାର ପରିବାରକୁ ୧୦ ଦିନ ନିମନ୍ତେ ଖାଦ୍ୟ ସାମଗ୍ରୀ ପଠାଇବା ବନ୍ଦୋବସ୍ତ କରିଛି ବୋଲି ଶ୍ରୀ ରାନ୍ଧୱା କହିଛନ୍ତି ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories