www.samajalive.in
Sunday, December 14, 2025
26.1 C
Bhubaneswar

ଲକ ଡାଉନ ସମୟରେ ରକ୍ତର ଅଭାବ ପୂରଣ କରୁଛନ୍ତି ବ୍ଲଡ ମୋଟିଭେଟର ଲକ୍ଷ୍ମଣ ସ୍ୱାଇଁ

ଭୁବନେଶ୍ବର : ଲକ ଡାଉନ ସମୟରେ ରକ୍ତ ଆଭାବ ଦେଖାଦେଇଛି । ଏହି ସମୟରେ ଯେପରି କେହି ରକ୍ତ ଅଭାବରୁ ମୃତ୍ୟୁବରଣ ନ କରନ୍ତି ତାହା ଚିନ୍ତାର ବିଷୟ ପାଲଟିଛି। ଭାରତୀୟ ରେଡ଼କ୍ରସ ଓଡିଶା ରାଜ୍ୟଶାଖାର ଜୁନିୟର ରେଡ଼କ୍ରସ ଅଫିସର ତଥା ବ୍ଲଡ ମୋଟିଭେଟର ଲକ୍ଷ୍ମଣ ସ୍ୱାଇଁଙ୍କ ତରଫରୁ  ପ୍ରତିଦିନ ୫ରୁ ୧୦ଟି ବ୍ଲଡ ଡୋନର ମାନଙ୍କୁ ପଠାଇ  ରୋଗୀମାନଙ୍କୁ  ସହଯୋଗର ହାତ ବଢାଇ ଦେବଦୂତ ପାଲଟିଛନ୍ତି ।

ତାଙ୍କ ମତରେ ସରକାରୀ ନିୟମ ଅନୁଯାୟୀ ଆମେ ଏକତ୍ରୀତ ବା ସଂଘବଦ୍ଧ ହୋଇ କୌଣସି ରକ୍ତଦାନ କାର୍ଯ୍ୟକ୍ରମ କରି ପାରିବାନି କିନ୍ତୁ ବ୍ୟକ୍ତିଗତ ଭାବରେ କୌଣସି ସଙ୍କଟାପନ୍ନ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବ଼ଞ୍ଚାଇବାରେ ସାମାନ୍ୟ ହେଳା କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି l ସେ ମଧ୍ୟ ଲକ ଡାଉନ ସମୟରେ ବ୍ୟକ୍ତିଗତ ଭାବରେ ଜଣେ ଥାଲାସେମିଆ ରୋଗୀକୁ ସ୍ବେଚ୍ଛାକୃତ ଭାବେ  ରକ୍ତଦାନ କରିଛନ୍ତି । ଏବେ କୋରନା ଲକ ଡାଉନ  ପାଇଁ ରକ୍ତର ଘୋର ସଙ୍କଟ ଦେଖା ଦେବାରେ ଲାଗିଲାଣି l ଏହି ମହା ବିପତ୍ତି  ସମୟରେ ଏହାକୁ ଏକ ମହା ମିଶନ ଭାବି ଏଥିରେ ସମସ୍ତେ ସହୋଯୋଗ କରିବା ଉଚିତ ବୋଲି  ଲକ୍ଷ୍ମଣ ସ୍ୱାଇଁ କହିଛନ୍ତି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories