ପୁରୀରେ ବାଡି ନୃସିଂହ ବିଜେ
“ହିରଣ୍ୟକଶିପୁଂ ହତ୍ବା ଦେବଦେବଂ ଜଗଦ୍ ଗୁରୁଂ।
ସୁଖାସୀନଂ ତଦୁତ୍ ସଙ୍ଗେ ଶାନ୍ତକୋପଂ ରମାପତିମ୍।।”
ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଶନିବାର ବାଡି ନୃସିଂହ ବିଜେ କରାଯାଉଛି। ବର୍ତ୍ତମାନ କରୋନା ମହାମାରୀ କବଳରୁ ବିଶ୍ବକୁ ରକ୍ଷା ପାଇଁ ମହାପ୍ରଭୁ ନୃସିଂହଙ୍କର ଏହି ବିଜେ ଅନୁଷ୍ଠିତ ହେଉଛି।
Comments are closed.