www.samajalive.in
Saturday, December 6, 2025
15.1 C
Bhubaneswar

କରୋନାରେ ସମଗ୍ର ବିଶ୍ବରେ ୬୭ହଜାରରୁ ଅଧିକ ଲୋକ ଆକ୍ରାନ୍ତ : ଜାଣନ୍ତୁ କେଉଁ ଦେଶରେ କେତେ?

ନୂଆଦିଲ୍ଲୀ : ଚୀନର ଉହାନ ପ୍ରଦେଶରୁ ବିଶ୍ୱକୁ ବ୍ୟାପୀଥିବା ଘାତକ କରୋନା ଭୂତାଣୁ ବା ‘କୋବିଡ-୨୦୧୯’ ଏପର୍ଯ୍ୟନ୍ତ ଦେଶବ୍ୟାପୀ ୬୭ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି। ଏହାଦ୍ବାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ଚୀନରେ ୬୬ହଜାର ୪୯୨ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୫୨୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହିପରି ହଙ୍ଗକଙ୍ଗରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୫୬ଟି ମାମଲା ସାମନାକୁ ଆସିଛି। ତେବେ ଆସନ୍ତୁ ଜାଣିବା କେଉଁ ଦେଶରେ ଏପର୍ଯ୍ୟନ୍ତ କେତେ ​‌ଲୋକ ଆକ୍ରାନ୍ତ ହୋଇଛନ୍ତି।
ଜାଣନ୍ତୁ କେଉଁ ଦେଶରେ କେତେ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି………
ଦେଶ
ଆକ୍ରାନ୍ତଙ୍କ ସଂଖ୍ୟା
ଜାପାନ
୨୫୯
ସିଙ୍ଗାପୁର
୬୭
ଥାଇଲାଣ୍ଡ
୩୩
ଦକ୍ଷିଣ କୋରିଆ
୨୮
ତାଇବାନ
୧୮
ମାଲେଶିଆ
୨୧
ଅଷ୍ଟ୍ରେଲିଆ
୧୪
ଜର୍ମାନୀ
୧୬
ଭିଏତନାମା
୧୬
ଆମେରିକା
୧୫, ଜଣେ ଆମେରିକୀୟ ବ୍ୟକ୍ତିଙ୍କ ଚୀନରେ ମୃତ୍ୟୁ
ଫ୍ରାନ୍ସ
୧୧
ୟୁଏଇ
କାନାଡ଼ା
ଫିଲିପାଇନସ୍
୩ , ଜଣେ ମୃତ
ବ୍ରିଟେନ୍
ଭାରତ
ରୁଷ
ଇଟାଲି
ବେଲଜିଅମ
ନେପାଳ
ଶ୍ରୀଲଙ୍କା
ସ୍ବିଡ଼େନ
ସ୍ପେନ୍
କମ୍ବୋଡ଼ିଆ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories