www.samajalive.in
Saturday, December 6, 2025
16.1 C
Bhubaneswar

୩ୟ ଦିନିକିଆ: ବ୍ୟାଟିଂ ବିପର୍ଯ୍ୟୟ ପରେ ସ୍ଥିତି ସୁଧାରିଲେ ଶ୍ରେୟସ, ରାହୁଲ

ମାଉଣ୍ଟ ମୌଙ୍ଗନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ ୩ୟ ଦିନିକିଆରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ୬୨ ରନରେ ୩ ଉଇକେଟ୍‌ ହରାଇବା ପରେ ଶ୍ରେୟସ ଆୟାର ଏବଂ କେ.ଏଲ. ରାହୁଲ ସ୍ଥିତିକୁ ସମ୍ଭାଳିଥିଲେ। ଶ୍ରେୟସ ଆଉଟ ହୋଇଯିବା ପରେ ରାହୁଲଙ୍କ ସହ ମିଶି ମନୀଷ ପାଣ୍ଡେ ସ୍ଥିତି ସୁଧାରିଛନ୍ତି। ଦଳ ୩୮ ଓଭରରେ ୪ ୱିକେଟ ବିନିମୟରେ ୨୧୦ ରନ୍‌ ସଂଗ୍ରହ କରିଛି।

ନ୍ୟୁଜିଲାଣ୍ଡ ଟସ୍‌ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବ୍ୟାଟିଂ ଆରମ୍ଭ କରିବା ପରେ ମାତ୍ର ୮ ରନରେ ପ୍ରଥମ ୱିକେଟ ହରାଇଥିଲା। ପରେ ପରେ ୩୨ ରନରେ ଅଧିନାୟକ ବିରାଟ କୋହଲି ଏବଂ ୬୨ ରନରେ ପୃଥ୍ବୀ ଶ ଆଉଟ ହୋଇଯାଇଥିଲେ। ଏହା ପରେ ଶ୍ରେୟସ ଆୟାର ଏବଂ ରାହୁଲ ୧୦୦ ରନ୍‌ର ଭାଗିଦାରି କରି ଦଳର ସ୍ଥିତିକୁ ସୁଧାରିଥିଲେ। ମାତ୍ର ୩୦.୩ ଓଭରରେ ଶ୍ରେୟସ ଗ୍ରାଣ୍ଡହୋମଙ୍କ ବଲକୁ ଡିଫେନ୍ସ କରିବାକୁ ଯାଇ ୬୨ ରନରେ ଆଉଟ୍‌ ହୋଇଯାଇଥିଲେ। ମନୀଷ ପାଣ୍ଡେ ୨୧ ଏବଂ ରାହୁଲ ୭୪ ରନ୍‌ କରି ଅପରାଜିତ ରହିଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories