www.samajalive.in
Tuesday, December 9, 2025
15.1 C
Bhubaneswar

ଧନ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଉପାୟ

ସଭିଏଁ ଇଚ୍ଛା କରିଥାଆନ୍ତି, ସେମାନଙ୍କ ଧନ ସମ୍ପତ୍ତି ବୃଦ୍ଧି ହେବା ସହ ଆଶାନୁରୂପକ ସଞ୍ଚୟ ହୋଇପାରୁ। ଟଙ୍କା ସଞ୍ଚୟ ତଥା ରୋଜଗାର କରିବା ପାଇଁ ସମସ୍ତେ ପରିଶ୍ରମ ମଧ୍ୟ କରିଥାଆନ୍ତି। ଶାସ୍ତ୍ରରେ ଧନସମ୍ପତ୍ତି ବୃଦ୍ଧି ପାଇଁ କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ….
– ନିୟମିତ ‘ଓଁ ଶ୍ରୀ ମହାଲକ୍ଷ୍ମୟେ ନମଃ’ ମନ୍ତ୍ରର ଜପ କରନ୍ତୁ।
– ଧନ ବୃଦ୍ଧି ପାଇଁ ପଣ୍ଡିତଙ୍କ ପରାମର୍ଶ ଅନୁଯାୟୀ, ମୋତି, ରତ୍ନ ଓ ଅନ୍ୟ ମାଳା ଧାରଣ କରନ୍ତୁ।
– ଏହାସହ ନିଜ ରାଶି ଅନୁଯାୟୀ ରତ୍ନ ଧାରଣ କରିବା ଉତ୍ତମ।
– ଏକ ମୁଖୀ ରୁଦ୍ରାକ୍ଷ ମଧ୍ୟ ଧାରଣ କରି ପାରିବେ।
– ଧନ ବୃଦ୍ଧି ପାଇଁ ଓ ବାଧା ଦୂର ପାଇଁ ଚାଉଳ, କ୍ଷୀର ଓ ଚାନ୍ଦିର ଦାନ କରନ୍ତୁ।
– ଶୁକ୍ରବାର ଦିନ ଲାଲ ବସ୍ତ୍ରରେ ଏକ ନଡ଼ିଆ ବାନ୍ଧି ଏହାକୁ ଜଳରେ ପ୍ରବାହିତ କରନ୍ତୁ। ଧନସହ ଜଡ଼ିତ ଥିବା ବହୁ ସମସ୍ୟା ଦୂର ହୋଇଥାଏ।
– ନିୟମିତ ମା’ଲକ୍ଷ୍ମୀଙ୍କ ସ୍ତୋତ୍ର ପାଠ କରନ୍ତୁ।
– ନିୟମିତ କୁବେର ଓ ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏପରି କରିବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories