www.samajalive.in
Sunday, December 7, 2025
26.1 C
Bhubaneswar

ପାନୀୟ ଜଳ ଦାବିରେ ମହିଳାଙ୍କ ରାସ୍ତାରୋକ ; ଗମନାଗମନ ପ୍ରଭାବିତ

ଢେଙ୍କାନାଳ : ପାନୀୟ ଜଳ ପାଇଁ ମହିଳାମାନେ ହାତରେ ଗରା ବାଲଟି ଧରି ସୋମବାର ରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଢେଙ୍କାନାଳ ଜିଲାର ୯ ନମ୍ବର ୱାର୍ଡ଼ ଫଟାବନ୍ଧ ନିକଟରେ ଦେଖିବାକୁ ମିଳିଛି। ପାନୀୟ ଜଳ ଦାବିରେ ମହିଳାମାନେ ଏହି ଧାରଣା ଦେଉଥିବା ସହ ରାସ୍ତାରୋକ କରିଛନ୍ତି। ଫଳରେ ଢେଙ୍କାନାଳ-ଭାପୁର ମଧ୍ୟରେ ଗମନାଗମନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଉକ୍ତ ମହିଳାଙ୍କୁ ବୁଝାସୁଝା କରିବା ପାଇଁ ଘଟଣାସ୍ଥଳରେ ପିଡ଼ି ଡ଼ିଆରଡ଼ିଏ ଓ ଟାଉନଥାନା ପୁଲିସ ପହଞ୍ଚିଛନ୍ତି ବୋଲି ସୂଚନା ମିଳିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories