www.samajalive.in
Sunday, December 7, 2025
26.1 C
Bhubaneswar

ବଢୁଛି ଟ୍ରମ୍ପଙ୍କ ଅଡୁଆ – ୨୧ରେ ହେବ ମହାଭିଯୋଗ ପ୍ରସ୍ତାବର ବିଚାର

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍‍ଡ ଟ୍ରମ୍ପଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବର ବିଚାର ଆସନ୍ତା ୨୧ ତାରିଖରେ ଆରମ୍ଭ ହେବାର ଅନୁମାନ କରାଯାଉଛି। ଆମେରିକା ସିନେଟ୍‍ ଦ୍ୱାରା ଏହି ମହାଭିଯୋଗ ପ୍ରସ୍ତାବ ଉପରେ ବିଚାର କରାଯିବ। ଗତମାସରେ ଆମେରିକା ପ୍ରତିନିଧି ସଭାରେ ତାଙ୍କ ବିରୁଦ୍ଧରେ ମହାଭିଯୋଗ ସଂକ୍ରାନ୍ତରେ ବିତର୍କ ହୋଇଥିଲା ଓ ଏଥିରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଜଣେ ପ୍ରମୁଖ ରିପବ୍ଲିକାନ୍‍ ପାର୍ଟି ସିନେଟ୍‍ ସଦସ୍ୟ କହିଛନ୍ତି ଟ୍ରମ୍ପ ତାଙ୍କର ଜଣେ ରାଜନୈତିକ ପ୍ରତିଦ୍ୱନ୍ଦୀଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିବାକୁ ୟୁକ୍ରେନ୍‍ ଉପରେ ଚାପ ପକାଇଥିଲେ। ସପ୍ତାହେ ପର୍ଯ୍ୟନ୍ତ ଏହାକୁ ଅଟକାଇ ରଖିବା ପରେ ହାଉସ୍‍ ସ୍ପିକର ନାନ୍ସୀ ପେଲୋସି ଚଳିତ ସପ୍ତାହରେ ମହାଭିଯୋଗ ପ୍ରସ୍ତାବକୁ ସିନେଟ୍‍କୁ ପଠାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ଏହା ଆଜି ସିନେଟ୍‍କୁ ପଠାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ୧୦୦ ସଦସ୍ୟ ବିଶିଷ୍ଟ ସିନେଟ୍‍ରେ ରିପବ୍ଲିକାନ୍‍ ପାର୍ଟିର ସଂଖ୍ୟାଗରିଷ୍ଠତା ଥିବା ଦୃଷ୍ଟିରୁ ଏହା ସିନେଟରେ ପାସ୍‍ ହେବାର ସମ୍ଭାବନା ବହୁତ କମ୍‍ ରହିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories