www.samajalive.in
Thursday, December 11, 2025
18.1 C
Bhubaneswar

ଶୀତରେ ପିଅନ୍ତୁ ସୁପ୍‌

ଆପଣ ରେସ୍ତୋଁରା ଯାଆନ୍ତୁ, କିମ୍ବା ଘରେ ଥିଲେ ମଧ୍ୟ, ଶୀତୁଆ ସନ୍ଧ୍ୟାରେ ସୁପର ଆବଶ୍ୟକତା ଖୁବ୍ ଜରୁରୀ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ବର୍ଷା ଦିନେ ଓ ଶୀତ ଋତୁରେ ସୁପ୍ ପିଇବା ସ୍ବାସ୍ଥ୍ୟ ପାଇଁ ଭଲ।
• ଭେଜ୍ ଓ ନନ୍‌‌ଭେଜ୍ ସୁପ୍ ଉଭୟ ଆପଣ ପିଇପାରନ୍ତି। ହେଲେ ଶୀତ ଋତୁରେ ନନ୍‌‌ଭେଜ୍‌ ସୁପ୍ ପିଇବା ହିତକାରୀ। ପ୍ରୋଟିନ୍‌ରେ ଭରପୂର ଚିକେନ୍ ସୁପ୍ ପିଇଲେ ଶରୀରକୁ ଶକ୍ତି ମିଳିଥାଏ।
• ଶୀତଦିନେ ଗଳା ଦରଜ ହେବା ଏକ ସ୍ବାଭାବିକ କଥା। ସନ୍ଧ୍ୟାବେଳେ କିମ୍ବା ରାତ୍ରିଭୋଜନ ପୂର୍ବରୁ ଆପଣ ସୁପ୍ ପିଇଲେ ସେଇ ସମସ୍ୟା ଦୂର ହୋଇଥାଏ।
• ଆପଣଙ୍କ ଆଖି ସମସ୍ୟା ଥିଲେ, ନିୟମିତ ଭାବେ ଏଇ ଋତୁରେ ଚିକେନ୍ କିମ୍ବା ଗାଜର୍ ସୁପ୍ ପିଇପାରନ୍ତି।
• ଯେ କୌରସି ନନ୍‌ଭେଜ୍ ସୁପ୍ ପିଇଲେ, ଆପଣଙ୍କ ହାଡ଼ଗୋଡ଼କୁ ମଧ୍ୟ ଆବଶ୍ୟକ ପରିମାଣରେ ଶକ୍ତି ମିଳେ।
• ସାଇନସ୍‌, ଥଣ୍ଡା, ସର୍ଦି ରୋଗରୁ ମଧ୍ୟ ଏଇ ସୁପ୍ ପିଇଲେ ରକ୍ଷା ମିଳିଥାଏ।
• ଯଦି ଆପଣ ଉଚ୍ଚ ରକ୍ତଚାପ କିମ୍ବା ହୃଦ୍‌ରୋଗୀ, ତେ‌େ‌ବ ବିଶେଷଜ୍ଞଙ୍କ ପରାମର୍ଶ ନେଇ ସୁପ୍ ପିଇବା ଉଚିତ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories