www.samajalive.in
Sunday, December 14, 2025
15.1 C
Bhubaneswar

ସୂର୍ଯ୍ୟଦେବଙ୍କ ଉପାସନା, ଦୂର କରେ ବହୁ ସମସ୍ୟା

ସୂର୍ଯ୍ୟଦେବ ହେଉଛନ୍ତି ପ୍ରତ୍ୟକ୍ଷ ଭାବେ ଦର୍ଶନ ଦେଉଥିବା ଦେବତା। ବାସ୍ତୁ ଶାସ୍ତ୍ରରେ ଏଭଳି କିଛି ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣେଇବା ଦ୍ୱାରା ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାଆନ୍ତି। ସୂର୍ଯ୍ୟଦେବଙ୍କ କୃପା ହେଲେ ଆରୋଗ୍ୟ ଓ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ କିଛି ସହଜ ଉପାୟ….
ପ୍ରତ୍ୟେକ ରବିବାର ସୂର୍ଯ୍ୟଦେବଙ୍କ ବ୍ରତ କରିବା ଦ୍ୱାରା ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇଥାଏ।
ସୂର୍ଯ୍ୟଙ୍କ ଉପାସନା କରିବା ଦ୍ୱାରା ନେତ୍ର ଓ ଚର୍ମ ରୋଗରୁ ମୁକ୍ତି ମିଳିଥାଏ।
ଘରର ସମସ୍ତ ଦିଗରେ ସୂର୍ଯ୍ୟଙ୍କ କିରଣ ପର୍ଯ୍ୟାପ୍ତ ପରିମାଣରେ ପଡ଼ିବା ଆବଶ୍ୟକ।
ସୂର୍ଯ୍ୟଦେବଙ୍କ ତମ୍ବାରେ ନିର୍ମିତ ଏକ ପ୍ରତିମା ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରର ସମସ୍ତ ସମସ୍ୟା ଓ ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ନିୟମିତ ତମ୍ବା ପାତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ। ମାତ୍ର ସେହି ପାତ୍ରକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରନ୍ତୁ ନାହିଁ।
ସର୍ବଦା ଲାଲ ବସ୍ତ୍ର ପରିଧାନ କରି ଜଳ ଅର୍ପଣ କରନ୍ତୁ।
ପିଲାଙ୍କ ପାଠପଢା କକ୍ଷରେ ମଧ୍ୟ ସୂର୍ଯ୍ୟ କିରଣ ପଡ଼ିବା ନିତ୍ୟାନ୍ତ ଆବଶ୍ୟକ। ଏହାସହ ସେହି କକ୍ଷରେ ସୂର୍ଯ୍ୟଦେବଙ୍କ ଫଟୋ କିମ୍ବା ପ୍ରତିମା ଲଗାନ୍ତୁ।
ଘରର ପୂର୍ବ ଦିଗରେ ସାତ ଘୋଡ଼ାରେ ଥିବା ରଥରେ ସୂର୍ଯ୍ୟଦେବଙ୍କ ଚିତ୍ର ଲଗାନ୍ତୁ।
ପ୍ରତିଦିନ ସକାଳୁ ଉଠି ପ୍ରଥମେ ସୂର୍ଯ୍ୟଦେବଙ୍କୁ ଦର୍ଶନ ଓ ସ୍ମରଣ କରନ୍ତୁ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories