www.samajalive.in
Monday, December 15, 2025
16.1 C
Bhubaneswar

ଏମିତି ଏକ ଦେଶ ଯେଉଁଠି ବିନା ପରୀକ୍ଷାରେ ମିଳେ ଡ଼୍ରାଇଭିଂ ଲାଇସେନ୍ସ, ଖର୍ଚ୍ଚ କରିବାକୁ ପଡେ ମାତ୍ର ୧୪୭ଟଙ୍କା

ନୂଆଦିଲ୍ଲୀ : ସାରା ବିଶ୍ବରେ ଦିନକୁ ଦିନ ଜନସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଜନସଂଖ୍ୟା ବଢିବା ସହ ଟ୍ରାଫିକ ସମସ୍ୟାମାନ ଉପୁଜୁଛି। ଏହି ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଟ୍ରାଫିକ କଟକଣା ବା ନିୟମମାନ କାର୍ଯ୍ୟକାରୀ କରାଯାଉଛି। ମାତ୍ର ବିଶ୍ବର ସମସ୍ଥ ଦେଶର ଟ୍ରାଫିକ ନିୟମ ସମାନ ରହିନଥାଏ। ସବୁ ଦେଶର ଟ୍ରାଫିକ ନିୟମ ଅଲଗା-ଅଲଗା ରହିଥାଏ। ଯାହାକୁ ଲୋକମାନେ ପାଳନ କରିଥାନ୍ତି। ମାତ୍ର ବିଶ୍ବର ଏମିତି ଏକ ଦେଶ ଅଛି ଯାହାର ଟ୍ରାଫିକ୍ ନିୟମ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। କାରଣ ଏହି ଦେଶରେ ଗାଡ଼ି ଚାଳନା ପ୍ରମାଣପତ୍ର ବା ଡ୍ରାଇଭିଙ୍ଗ ଲାଇସେନ୍ସ ବାହାର କରିବା ପାଇଁ ଟେଷ୍ଟ ଦେବାକୁ ପଡେନାହିଁ। ଏବଂ ସ୍ବଳ୍ପ ଖର୍ଚ୍ଚରେ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିଯାଏ।

ତେବେ ଆସନ୍ତୁ ଏହି ଦେଶ ବିଷୟରେ ବିସ୍ତାର ରୂପେ ଜାଣିବା……….

- Advertisement -
pic courtesy-red bull racing

ଏମିତି ଏକ ଦେଶର ନାମ ହେଉଛି ମେକ୍ସିକୋ। ମେକ୍ସିକୋ ଏଭଳି ଏକ ଦେଶ ଯେଉଁ ଦେଶରେ ଗାଡ଼ି ପ୍ରମାଣପତ୍ର(ଡ୍ରାଇଭିଂ ଲାଇସେନ୍ସ) ବାହାର କରିବା ପାଇଁ ଟେଷ୍ଟ ବା ପରୀକ୍ଷା ଦେବାକୁ ପଡେନାହିଁ। ବିନା ଟେଷ୍ଟରେ ଏହି ଦେଶରେ ଡ୍ରାଇଭିଂ ଲାଇସେନ୍ସ ମିଳିଥାଏ। ଏଥିପାଇ କେବଳ ବ୍ୟକ୍ତିର ପରିଚୟ ପତ୍ରର ଆବଶ୍ୟକତା ପଡ଼ିଥାଏ। ସବୁଠାରୁ ଖାସ୍ କଥା ହେଉଛି ଏଥିପାଇଁ ମାତ୍ର ୧୪୭ଟଙ୍କା ଖର୍ଚ୍ଚ କରିବାକୁ ହୁଏ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories