www.samajalive.in
Saturday, December 13, 2025
27.1 C
Bhubaneswar

ବଲିଉଡ଼ରେ ଏଣ୍ଟ୍ରି କଲେ ଅମରିସପୁରିଙ୍କ ନାତି : ରିଲିଜ ହେଲା “ୟେ ସାଲି ଆଶିକି”ର ଟ୍ରେଲର

ମୁମ୍ବଇ : ବଲିଉଡ଼ରେ ଖଳନାୟକ ଭାବେ ବେଶ୍ ଜଣାଶୁଣା ସ୍ବର୍ଗତଃ ଅମରିସପୁରିଙ୍କ ନାତି ବର୍ଦ୍ଧନ ପୁରି ବଲିଉଡକୁ ଏଣ୍ଟ୍ରି କରିଛନ୍ତି। ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର “ୟେ ସାଲି ଆଶିକି”ର ଟ୍ରେଲର ମଙ୍ଗଳବାର ମୁକ୍ତିଲାଭ କରିଛି। ଏନେଇ ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

- Advertisement -

ଏହି ଟ୍ରେଲରଟି ୨ମିନିଟ ୩୭ସେକେଣ୍ଡର ହୋଇଛି। ଜୟନ୍ତି ଲାଲ ଗାଡ଼ାଙ୍କ ପ୍ରଯୋଜନାରେ ଚଳଚ୍ଚିତ୍ରଟି ନିର୍ମାଣ ହୋଇଥିବାବେଳେ ଏଥିରେ ଚେରାଗ ରୁପାରିଅଲ ନିର୍ଦେଶନା ଦେଇଛନ୍ତି। ହିତେଶ ମୋଡାଙ୍କ ସଙ୍ଗୀତରେ ଚଳଚ୍ଚିତ୍ରର ଗୀତ ଗୁଡିକୁ ସଜାଯାଇଛି। ବର୍ଦ୍ଧନ ପୁରିଙ୍କ ବ୍ୟତୀତ ଶିବଲେକା ଓବେରୟ ଓ ସ୍ବାମି ଓମଙ୍କୁ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ନାଭେମ୍ବର ୨୨ତାରିଖରେ ପରଦାକୁ ଆସିବ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories