www.samajalive.in
Friday, December 12, 2025
14.1 C
Bhubaneswar

‘ଦଲାଇଲାମାଙ୍କ ଉତ୍ତରାଧିକାରୀ ବାଛିବେ ଚୀନ୍‌ ସରକାର’

ବେଜିଂ : ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଉତ୍ତରାଧିକାରୀ କିଏ ହେବେ ସେ ନିଷ୍ପତ୍ତି ଚୀନ୍‌ ନେବ। ପରବର୍ତ୍ତୀ ଦଲାଇ ଲାମାଙ୍କ ମନୋନୟନ ପ୍ରକ୍ରିୟାରେ ଚୀନ୍‌ ସରକାର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ନିଜେ ଦଲାଇଲାମା ସୋମବାର ଅରୁଣାଚଳ ପ୍ରଦେଶର ତୱାଙ୍ଗଠାରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ଖଣ୍ଡନ ପୂର୍ବକ ଚୀନ୍‌ର ସରକାରୀ ସମର୍ଥକ ବିଶେଷଜ୍ଞମାନେ ଏଭଳି ମତ ଦେଇଛନ୍ତି। ଦଲାଇ ଲାମାଙ୍କ ଉତ୍ତରାଧିକାରୀ ବାଛିବାରେ ମଧ୍ୟ ସରକାରଙ୍କ କ୍ଷମତା ରହିଛି ବୋଲି କହିଛନ୍ତି ସାଙ୍ଘାଇ ବିଶ୍ବବିଦ୍ୟାଳୟର ଦକ୍ଷିଣ-ଏସୀୟ ଅଧ୍ୟୟନ କେନ୍ଦ୍ରର ଉପ-ନିର୍ଦେଶକ ୱାଙ୍ଗ ଦେହୁଆ। ଚୀନ୍‌ ସରକାରଙ୍କ ଦ୍ବାରା ପ୍ରଣୀତ ନିୟମ ଓ ତିବ୍ବତୀୟଙ୍କ ମତ ଅନୁସାରେ ପରବର୍ତ୍ତୀ ଦଲାଇ ଲାମା ବଛାଯିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories