ପୁଲିସ ଏନକାଉଣ୍ଟରେ ୩ ମାଓବାଦୀ ମୃତ

0

ଭୁବନେଶ୍ୱର:  ମାଲକାନଗିରି ଚିତ୍ରକୋଣ୍ଡାର ଯୋଡାମ୍ବାରେ ଓଡିଶା ପୁଲିସ ଓ ଆନ୍ଧ୍ର ଗ୍ରେହାଉଣ୍ଡର ମିଳିତ କମ୍ବିଂ ଅପରେସନ୍‌ରେ ୩ ଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଚିତ୍ରକୋଣ୍ଡାରେ ଥିବା ଏହି ବିଛିନ୍ନାଞ୍ଚଳରେ ମାଓବାଦୀଙ୍କ ସମ୍ପର୍କରେ ସୂଚନା ମିଳିବା ପରେ କମ୍ବିଂ ଅପରେସନ୍‌ କରାଯାଇଥିଲା । ମୃତ ମାଓବାଦୀଙ୍କ ମଧ୍ୟରେ ମାଓ ନେତା ଆର୍‌ କେ ଥିବା ଆଶଙ୍କା କରାଯାଉଛି । କମ୍ବିଂ ଅପରେସନ୍‌ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ।

Leave A Reply