BJD Bijuli 480×75 Mob

୨ ଦିନିଆ ଟିଟିଲାଗଡ଼ ବନ୍ଦ

BJD Bijuli 480×75 Mob
0

ବଲାଙ୍ଗୀର : ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ଟିଟିଲାଗଡ଼ ଓକିଲ ସଂଘର ଡାକରା କ୍ରମେ ଟିଟିଲାଗଡ ସହରରେ ୨ ଦିନ ପାଇଁ ବନ୍ଦ ଡାକରା ଦିଆଯାଇଛି। ଫଳରେ ଆଜି ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ପ୍ରତିଷ୍ଠାନ, କୋର୍ଟ କଚେରୀ ଆଦି ବନ୍ଦ ରହିଛି। ତେବେ ସ୍କୁଲ, କଲେଜ ସହ ଅନ୍ୟ ଶିକ୍ଷାନୁଷ୍ଠାନକୁ ଏହି ବନ୍ଦ ଡାକରାରୁ ବାଦ୍ ଦିଆଯାଇଛି। ଏହାସହିତ ଯାନବାହନ ଚଳାଚଳ ସ୍ୱାଭାବିକ ରହିଛି ଓ ଦୋକାନବଜାର ମଧ୍ୟ ଖୋଲା ରହିଛି।

Leave A Reply