www.samajalive.in
Sunday, December 14, 2025
17.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲାଗିରହିଛି ବର୍ଷା… ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା… ପଶ୍ଚିମ ଓଡ଼ିଶାର ୪ଜିଲ୍ଲାରେ ପ୍ରବଳ ବର୍ଷିବ… ଦେବଗଡ, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି… ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ରହିବ ବର୍ଷାର ପ୍ରଭାବ…

(୨) ଖସୁଛି ସୁବର୍ଣ୍ଣରେଖା… ହେଲେ ବାଲେଶ୍ୱରରେ ଆସିନି ପରିସ୍ଥିତିରେ ସୁଧାର…  ଏବେବି ପାଣି ଘେରରେ ୨୫୦ରୁ ଅଧିକ ଗାଁ… ହଜାର ହଜାର ଲୋକ ହୋଇଛନ୍ତି ଜଳବନ୍ଦୀ… ଉଜୁଡିଛି ସୁନାର ଫସଲ… ଚିନ୍ତାରେ ଅଛନ୍ତି ଚାଷୀ…

- Advertisement -

(୩)  ବଢୁଛି ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା… ପୁରୀ ଜିଲ୍ଲାର ଗୋପ ଅଞ୍ଚଳରେ ଏବେ ବି ଜଳବନ୍ଦୀ ଅଛନ୍ତି ଲୋକେ… ଧନୁଆ ନଦୀ ଭସାଇନେଲା ଚାଷୀର ଝାଳବୁହା ଧନ… କଣାସରେ ବି ଏବେ ବି ପାଣିଘେରରେ ୬୦ ପରିବାର… ମାଟିରେ ଲୋଟୁଛି ସୁନାର ଫସଲ…

(୪) ସେପ୍ଟେମ୍ବର ୨ରେ ନୌସେନାରେ ସାମିଲ ହେବ ଆଇଏନଏସ ବିକ୍ରାନ୍ତ…. ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ବିମାନବାହୀ ଜାହାଜ… ଆଇଏନଏସ ବିକ୍ରାନ୍ତର ଜଳାବତରଣ ଉତ୍ସବରେ ସାମିଲ ହେବେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନାର ବରିଷ୍ଠ ଅଧିକାରୀ…

(୫) ଆଜି ନୀତୀଶ ତେଜସ୍ୱୀ ମହାମେଣ୍ଟ ସରକାରର ଅଗ୍ନିପରୀକ୍ଷା… ବିହାର ବିଧାନସଭାରେ ହେବ ବହୁମତ… ଫ୍ଲୋର ଟେଷ୍ଟ ପୂର୍ବରୁ ଦେଖିବାକୁ ମିଳିଲାଣି ପଲିଟିକାଲ ହାଇଡ୍ରାମା… ଅବିଶ୍ବାସ ପ୍ରସ୍ତାବ ଥିବା ସତ୍ତ୍ବେ ପଦରୁ ଇସ୍ତଫା ଦେବାକୁ ମନାକଲେ ବାଚସ୍ପତି ବିଜୟ ସିହ୍ନା…

(୬) ପୁଣି ଅମିତା ବଚ୍ଚନଙ୍କୁ କରୋନା… ରିପୋର୍ଟ ପଜିଟିଭ୍‌ ଆସିବା ପେର ଟ୍ୱିଟ କରି ସୂଚନା ଦେଲେ ବିଗ୍‌ ବି… କହିଲେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କରାଇ ନିଅନ୍ତୁ ଟେଷ୍ଟ… ପୂର୍ବରୁ ୨୦୨୦ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ସୁପରଷ୍ଟାର…  ତିନି ସପ୍ତାହ ଚିକିତ୍ସା ହେବା ପରେ ଫେରିଥିଲେ ଘରକୁ…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories