www.samajalive.in
Sunday, December 14, 2025
17.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ବର୍ଷାରେ ଭିଜିପାରେ ପୂଜା ବଜାର… ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା… ପ୍ରଭାବରେ ରାଜ୍ୟରେ ୩ ତାରିଖରୁ ବଢ଼ିବ ବର୍ଷାର ପରିମାଣ… ୪ରୁ ୬ ତାରିଖ ଯାଏଁ ହେବ ପ୍ରବଳ ବର୍ଷା… ଏନେଇ ସୂଚନା ଦେଲା ଭୁବନେଶ୍ୱର ପାଣିପାଗ କେନ୍ଦ୍ର…

(୨) ଆଜିଠୁ ଦେଶରେ ୫-ଜି ସେବା… ଇଣ୍ଡିଆ ମୋବାଇଲ କଂଗ୍ରେସର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ… ଦିଲ୍ଲୀର ପ୍ରଗତି ମଇଦାନରେ ହେବ ଶୁଭାରମ୍ଭ… ଟେକ୍ନୋଲଜି କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ… କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ୟୁପି ଓ ଗୁଜରାଟ ମୁଖ୍ୟମନ୍ତ୍ରୀ…

- Advertisement -

ତୋ ଖୁସିରେ ମୋ ଖୁସି; ଦେଖନ୍ତୁ ଏହି ସୁନ୍ଦର ଭିଡିଓ

(୩) ଥମୁନି ରୁଷ୍-ୟୁକ୍ରେନ୍ ଯୁଦ୍ଧ… ରୁଷର ଆକ୍ରମଣରେ ୟୁକ୍ରେନର ୨୫ଜଣଙ୍କ ମୃତ୍ୟୁ… ୟୁକ୍ରେନର ଜାପୋରିଝଝିଆରେ ରକେଟ୍ ଓ ମିଜାଇଲ୍ ମାଡ଼ କଲା ରୁଷିଆ… ଗତକାଲି ଜେଲେନସ୍କିଙ୍କ ୪ ସହରକୁ କବଜା କରିଛନ୍ତି ପୁଟିନ୍… ଡୋନେସ୍କ, ଲୁହାନ୍ସ, ଖେରସୋନ ଓ ଜାପୋରିଝାଝିଆକୁ କରିଛି ରୁଷ୍ ଭୂଖଣ୍ଡର ଅନ୍ତର୍ଭୁକ୍ତ…

(୪) ୟୁକ୍ରେନର ୪ ସହରକୁ ରୁଷ୍ ଭୂଖଣ୍ଡର ଅନ୍ତର୍ଭୁକ୍ତ କରିବା ପ୍ରସଙ୍ଗ… ଘଟଣାକୁ ନିନ୍ଦା କଲା ୟୁଏନଏସସି… ୟୁଏନଏସସିରେ ଆମେରିକା ଓ ଆଲବେନିଆ ପକ୍ଷରୁ ନିନ୍ଦା ପ୍ରସ୍ତାବ… ଭୋଟିଂରୁ ବିରତ ରହିଲା ଭାରତ… ବ୍ରାଜିଲ, ଚୀନ ଓ କାବୋନ ମଧ୍ୟ ରଖିଲେନି ନିଜର ମତ…

(୫) କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ… ନିୟମର କଲେନି ଉଲ୍ଲଂଘନ… ରାଜସ୍ଥାନର ଆବରୋଧରେ ଉଦ୍‌ବୋଧନ ଦେଲେନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ… ରାତି ୧୦ଟା ପରେ ଲାଉଡସ୍ପିକର ଉପରେ ଥିଲା କଟକଣା… ବିଳମ୍ବରେ ପହଞ୍ଚିଥିବାରୁ ମୁଣ୍ଡ ନୁଆଁଇ କଲେ କ୍ଷମା ପ୍ରାର୍ଥନା…

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories