www.samajalive.in
Monday, December 15, 2025
17.1 C
Bhubaneswar

ସକାଳ @୯ ମୁଖ୍ୟ ଖବର

(୧) ଦୀଘା ସ୍ଥଳଭାଗ ଛୁଇଁବା ପରେ ଛତିଶଗଡ଼ ମୁହାଁ ହେଉଛି ଗଭୀର ଅବପାତ… ପ୍ରଭାବରେ ବାଲେଶ୍ୱର ସମେତ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା… ଆଜି ବି ରାଜ୍ୟରେ ଭୀଷଣ ବର୍ଷିବ… ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା..

(୨) ବାଲିଆପାଳ ବ୍ଲକ ମଧୁପୁରା ଗାଁରେ ଅଭାବନୀୟ ଘଟଣା… ଭାଇ-ଭଉଣୀଙ୍କ ଉପରେ ଭୁଶୁଡ଼ିଲା ସ୍କୁଲ ପାଚେରି… ଜଣେ ମୃତ, ୨ଜଣ ଗୁରୁତର… ଉଭୟ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…

- Advertisement -

(୩) କଟକ ବାରଙ୍ଗର ନେତଲ ଗାଁରେ ବୁଲୁଛି ଦନ୍ତା ହାତୀ… ଗାଁ ଦାଣ୍ଡରେ ଦନ୍ତାକୁ ଦେଖି ଆତଙ୍କରେ ଲୋକେ… ଅଞ୍ଚଳରେ ଖୋଲୁନି କାହା ଘରର କବାଟ… ହାତୀ ଘଉଡାଇବାକୁ ଉଦ୍ୟମ କରୁଛି ବନ ବିଭାଗ…

(୪) କମୁଛି ହୀରାକୁଦ ଜଳସ୍ତର… ଡ୍ୟାମରୁ ନିଷ୍କାସିତ ହେଉଛି ୩ଲକ୍ଷ ୫୪ହଜାର ୬୯୪ କ୍ୟୁସେକ ପାଣି… ପ୍ରବେଶ କରୁଛି ୨ଲକ୍ଷ ୧୬ହଜାର ୬୧୩ ଘନଫୁଟ ଜଳ… ହୀରାକୁଦରେ ଜଳସ୍ତର ରହିଛି ୬୨୧.୦୨ ଫୁଟ୍‌… ବର୍ତ୍ତମାନ ବି ଖୋଲା ରହିଛି ୨୦ଟି ଗେଟ୍‌…

(୫) ସବୁଠି ଖସୁଛି ବନ୍ୟାପାଣି… ଖଇରମାଳରେ ପ୍ରବାହିତ ହେଉଛି ୫ଲକ୍ଷ ୫୫ହଜାର କ୍ୟୁସେକ୍‌ ଜଳ…ମୁଣ୍ଡୁଳିରେ ପାସ୍‌ କରୁଛି ୮ଲକ୍ଷ ୮୮ହଜାର ୧୪୯ କ୍ୟୁସେକ ପାଣି… ସେପଟେ ବରମୂଳରେ ୭ଲକ୍ଷ ୩୭ ହଜାର କ୍ୟୁସେକ ଜଳ ହେଉଛି ପ୍ରବାହିତ…

(୬) କୋଇଡ଼ା ଟେନସା ଫାଣ୍ଡି ଗୀତାରାଣୀ ମାଇନ୍ସ ପାଖରେ ଜଳିଗଲା ହାଇୱା… ହାଇୱା ସହ ଚାଳକ ମଧ୍ୟ ଜୀଅନ୍ତା ଜଳିଯାଇଥିବା ସୂଚନା… କୌଣସି କାରଣରୁ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ହାଇୱାଟି ଆସିଥିବା ଅନୁମାନ କରାଯାଉଛି…

(୭) ବୃନ୍ଦାବନର ବାଙ୍କବିହାରୀ ମନ୍ଦିରରେ ବଡ଼ ଧରଣର ଅଘଟଣ… ଜନ୍ମାଷ୍ଟମୀରେ ଆଳତି ହେବା ବେଳେ ୨ଜଣ ଭକ୍ତଙ୍କ ମୃତ୍ୟୁ… ୬ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି…. ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହେତୁ ଅଘଟଣ ଘଟିଥିବା ସୂଚନା…

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories