www.samajalive.in
Saturday, December 6, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟଙ୍କ ବଦଳି.. ରାଜ୍ୟ ପୁଲିସ ମୁଖ୍ୟାଳୟକୁ ହେଲା ବଦଳି.. ମହିଳା ହୋମ୍‌ଗାର୍ଡଙ୍କୁ ନିର୍ଯ୍ୟାତନା ଘଟଣା ପରେ ବଦଳି..

ସମ୍ବଲପୁର ପୁଲିସକୁ ବଡ଼ ସଫଳତା.. ବିଲ୍ଡିଂ ପ୍ଲାନ୍‌ ଆପ୍ରୁଭାଲ୍‌ ନାଁରେ ଠକେଇ ମାମଲାରେ ୫ ଗିରଫ..

- Advertisement -

ପାକିସ୍ତାନର ଖୈବର ପଖ୍‌ତୁନଖ୍ବାରେ ୧ହଜାର ଫୁଟରୁ ଊର୍ଦ୍ଧ୍ବ ଉଚ୍ଚରେ ଖରାପ ହେଲା କେବୁଲ କାର୍‌.. ଫସି ରହିଛନ୍ତି ୬ ଶିଶୁଙ୍କ ସମେତ ୮ଜଣ..

ଭାରତ ନୂଆ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନୀତିନ ଗଡ଼କରୀ..

ନର୍ସ ପଦ ପୂରଣ ହେବ.. ନିଯୁକ୍ତି ପ୍ରକ୍ରିୟା ଉପରେ ଥିବା ଅନ୍ତରୀଣ ନିର୍ଦେଶରେ ପରିବର୍ତ୍ତନ କଲେ ହାଇକୋର୍ଟ.. ହାଇକୋର୍ଟ ମେ’ ୧ର ଅନ୍ତରୀଣ ନିର୍ଦେଶରେ ପରିବର୍ତ୍ତନ କରିଛନ୍ତି.. କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦ ସଂରକ୍ଷିତ ରଖାଯିବ ବୋଲି ସୂଚନା..

ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ.. ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା..

ଆସନ୍ତାକାଲି ନହେଲେ ୨୭ରେ ଚନ୍ଦ୍ରରେ ଓହ୍ଲାଇବ ଚନ୍ଦ୍ରଯାନ-୩.. ଏନେଇ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନିଲେଶ ଦେଶାଇଙ୍କ ସୂଚନା..

କଟକରେ ପୁଣି ନକଲି ଲଙ୍କା ଗୁଣ୍ଡ ଓ ଜିରା ଗୁଣ୍ଡ ଜବତ..

ଆସନ୍ତାକାଲି ଶ୍ରାବଣ-ଶୁକ୍ଳ ସପ୍ତମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି.. ଆପାତତଃ ସନ୍ଧ୍ୟା ୬ ଘଟିକାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ..

କାଲି ଠାରୁ ପୁଣି ବର୍ଷିବ .. ୨୫ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ..

ରାଜ୍ୟରେ ବିଗୁଡୁଛି ଡେଙ୍ଗୁ ସ୍ଥିତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories